ଏହି ଉପାୟ ରେ କର୍ପୁର ଆଣିବ ଘରକୁ ଧନ

ଆଜି ଆପଣ ମାନେ ଜାଣିବେ କର୍ପୁର କୁ ନେଇ ଆଠ ଟି ବ୍ୟବହାର ଯାହା ଦ୍ୱାରା ଆପଣ ମାନେ ଧନ ପ୍ରାପ୍ତି କରିପାରିବେ।

1.ଯଦି କୌଣସି ଲୋକଙ୍କର କାଳ ସର୍ପ ଯୋଗ କିମ୍ବା ପିତୃ ଦୋଷ ର ବାଧା ରହିଥାଏ ତେବେ ତାହାର ଶାନ୍ତି ପାଇଁ ଘରର ବାଥରୁମ୍ ରେ କିଛି କର୍ପୁର ରଖିଦିଆନ୍ତୁ ।2.ଘରେ ଯଦି ଶାନ୍ତି ର ବାତାବରଣ ଚାହୁଁଛନ୍ତି ତେବେ ସକାଳେ ଆଉ ସନ୍ଧ୍ୟା ରେ କର୍ପୁର କୁ ଘିଅ ଭିଜେଇ ଜଳନ୍ତୁ ଏବଂ ସମ୍ପୂର୍ଣ୍ଣ ଘରେ ତାହାର ବାସ୍ନା ଖେଳିବାକୁ ଦିଅନ୍ତୁ।ଏହା ଦ୍ବାରା ଘରେ ଶାନ୍ତି ବନିରହି ଥାଏ।3.ଯଦି ଆପଣ ମାନଙ୍କର ବିବାହ ରେ ବିଳମ୍ବ ହେଉଛି କିମ୍ବା ବାଧା ହେଉଛି ତେବେ 36 ଟି ଲବଙ୍ଗ ଏବଂ 6ଟି କର୍ପୁର ନିଅନ୍ତୁ ଏବଂ ଅରୁଆ ଚାଉଳ ମିଶାଇ ମା ଦୁର୍ଗା ଙ୍କୁ ଆହୁତି ଦିଅନ୍ତୁ ଏହା ଦ୍ଵାରା ଆପଣ ଙ୍କ ବିବାହ ରେ ଆସୁଥିବା ବାଧା ଅତି ଶୀଘ୍ର ଦୂରେଇଯିବା4.କର୍ପୁର ତେଲ ଦୁଇ ଥୋପ ଯଦି ଗାଧୋଇବା ପାଣି ରେ ମିଶାଇ ଗାଧାନ୍ତି ତେବେ ଭାଗ୍ୟ ର ବୃଦ୍ଧି ହୋଇଥାଏ ଏବଂ ଶରୀରର ସମସ୍ତ ନକାରାତ୍ମକ ଚିନ୍ତା ଦୂର ହୋଇଥାଏ ।5.ରାତିରେ ହନୁମାନ ଚାଳିଶା ପାଠ କଲା ପରେ ଦୁଇଟି କର୍ପୁର ଜଳାନ୍ତୁ ଏହା ଦ୍ବାରା କ୍ରୋଧ ଶାନ୍ତ ହେବା ସହ ଆକସ୍ମିକ ଦୁର୍ଘଟଣା ର ସମ୍ଭାବନା ମଧ୍ୟ କମିଯାଏ।6.ଯଦି ଘର ର କୌଣସି ସ୍ଥାନ ରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ତେବେ ସେହି ସ୍ଥାନ ରେ ଦୁଇଟି କର୍ପୁର ରଖିଦିଅନ୍ତୁ ଏବଂ ସେହି କର୍ପୁର ମିଳେଇ ଗଲା ପରେ ପୁଣି ଦୁଇଟି କର୍ପୁର ରଖି ଦିଅନ୍ତୁ।ଏପରି କରିଚଳନ୍ତୁ ଏପରି କରିବା ଦ୍ବାରା ସେଥିରେ ବସ୍ତୁଦୋଷ ରହିଥାଏ।7.ଯଦି ପତି ପତ୍ନୀ ଙ୍କ ମଧ୍ୟ ରେ ଝଗଡ଼ା ହେଉଛି ତେବେ ପତ୍ନୀ ପତି ଙ୍କ ତକିଆ ତଳେ ଗୋଟେ ସିନ୍ଦୂର ଦବା ବା ସିନ୍ଦୂର ପୁଡିଆ ରଖି ଦିଅନ୍ତୁ।ଏବଂ ପତି ପତ୍ନୀ ଙ୍କ ତକିଆ ତଳେ ଦୁଇଟି କର୍ପୁର ରଖି ଦିଅନ୍ତୁ ସକାଳ ହେଲା ମାତ୍ରେ ସିନ୍ଦୁର କୁ ଘର ଠାରୁ ଦୂରରେ ନେଇରଖିଦିଆନ୍ତୁ ଏବଂ କର୍ପୁର କୁ ସେଇଠି ଜଳିଦିଆନ୍ତୁ।ଯଦି ଏ କାମ ସ୍ବାମୀ ସ୍ତ୍ରୀ ଦୁଇ ଜଣ ମିଶି ଏ କାମ କରିପାରିନାହାନ୍ତି ତେବେ ଘରେ ଯେ କୌଣସି ସ୍ଥାନରେ ଦୁଇଟି କର୍ପୁର ରଖନ୍ତୁ ଏବଂ ଏହା ସରିଗଲେ ପୁଣି ଦୁଇଟି ରଖନ୍ତି ଏପରି କରିଚଳନୁ ଯେ ପର୍ଯ୍ୟନ୍ତ ଘରେ ଶାନ୍ତି ନ ଫେରିଛି।ଯଦି ଆପଣ ଙ୍କ ଘରେ ଧନ ର ଅଭାବ ଅଛି ତେବେ ଆପଣ ନ୍ତୁ ଏହି ଛୋଟ ଉପାୟ।

Leave a Reply

Your email address will not be published. Required fields are marked *