ଘର ଭିତରେ ପିତୃ ପିତା ଙ୍କ ଫଟୋ ଲଗାନ୍ତୁ ନାହିଁ ଏହି ଜାଗା ରେ ନହେଲେ ହୋଇଯିବେ କାଙ୍ଗାଳ

ପ୍ରାୟ ସବୁ ଘରେ ପିତୃ ଙ୍କ ଫଟୋ ରହି ଥାଏ.ପିତୃଙ୍କ ଫଟୋ ଲଗେଇବା ଦ୍ୱାରା ଘର ପରିବାର ଙ୍କ ଉପରେ ତାଙ୍କର କୃପା ରହିଥାଏ।କିନ୍ତୁ ଯଦି ଫଟୋ ଭୁଲ ଜାଗା ରେ ଲଗାଯାଏ ତାହାହେଲେ ଏହା ଅଶୁଭ ଫଳ ଦେଇଥାଏ।ଆଜି ମୁଁ ଆପଣ ଙ୍କୁ କହିବି ଫଟୋ କେଇଁଥି ଲଗେଇବା ଦରକାର ଆଉ କେଓଉଥି ନୁହେଁ।

1.ଯଦି ଘରେ ପୂଜା ପାଠ ଇସାନ୍ କୌନ କୁ ହେଉଛି ତେବ ଫଟୋ ପୂର୍ବ ଦିଗ ରେ ରହିବା ଦରକାର।

2.ଯଦି ପୂଜା ପାଠ ପୂର୍ବ ଦିଗରେ ହଉଚି ତେବେ ଫଟୋ ଇସାନ୍ କୌନ କୁ ରଖନ୍ତୁ।

3.ଘରେ କୌଣସି ବି ରୁମ୍ ରେ ଯଦି ପିତୃ ପୁରୁଷ ଙ୍କ ଫଟୋ ଲଗେଇବା କୁ ଚାହୁଁଛନ୍ତି ତେବେ ଉତ୍ତର କୋଣ ରେ ଲଗାନ୍ତୁ ଶୁଭ ହୋଇଥାଏ।

4.ଘରର ଦକ୍ଷିଣ କିମ୍ବା ପଶ୍ଚିମ କୋଣ ରେ ପିତ୍ରୁଙ୍କ ଫଟୋ ରଖିବା ଭଲ ନୁହେଁ।

Leave a Reply

Your email address will not be published. Required fields are marked *