କଳ୍ପବଟ ତଳେ ଦର୍ଶନ କରୁଥିବା ବେଳେ ବୃଦ୍ଧ ଙ୍କ ଚାଲିଗଲା ଜୀବନ

କୁହାଯାଏ ସେ ଲୀଳାମୟ , ତା ଲୀଳା କୁ ବୁଝିବା ଏତେ ସହଜ ନୁ ନୁହେଁ I ତଥାପି ଯଦି ଭକ୍ତି ସହକାରେ ତାକୁ ଡାକିବେ ସେ ନିଚୟ ଶୁଣିବ I ସଂସାର ମୋହମାୟା ତ୍ୟାଗ କରି ତା ନିକଟରେ ସମର୍ପଣ କଲେ ସେ ମୁକ୍ତି ଦେଇଥାଏ I ଆଜି ଶ୍ରୀକ୍ଷେତ୍ରରେ ଜଗାର ଦର୍ଶନ ସାରି ମନ୍ଦିର ଭିତର କଳ୍ପବଟ ବୃକ୍ଷ ମୂଳେ ଅପଲକ ନୟନ ରେ ଜଗା କୁ ଦେଖୁଥିବା ବେଳେ ଜଣେ ଭକ୍ତ ର ଜୀବନ ଚାଲିଯାଇଛି I ଭକ୍ତ ଙ୍କ ନାମ ଅଜୟ କୁମାର ଦାସ । ଘର କେନ୍ଦ୍ରାପଡ଼ା ବୟସ ୭୫ I

Leave a Reply

Your email address will not be published. Required fields are marked *