କମେଡି କିଙ୍ଗ୍ ପପୁ ଗୁରୁତର ଭାବରେ ICU ରେ , ଦିଲ୍ଲୀ ଏମ୍ସ୍ ପଠାଯିବ

କମେଡି କିଙ୍ଗ୍ ପପୁ ଗୁରୁତର ଭାବରେ ICU ରେ , ଦିଲ୍ଲୀ ଏମ୍ସ୍ ପଠାଯିବ :

ଓଡିଆ ସିନେଜଗତର ଘରେ ଘରେ ପରିଚିତ ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ଗୁରୁତର ଭାବରେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲ ICU ରେ ଚିକିସ୍ତିତ ହେଉଛନ୍ତି I

ମିଳିଥିବା ସୂଚନା ଅନୁଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ରେ କୌଣସି ସୁଧାର ନ ଆସିବାରୁ ଆସନ୍ତା କାଲି ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ୍ ପଠାଯିବ I ପାନକ୍ରିଆସ ଇନଫେକସନ୍ ଯୋଗୁଁ ପପୁ ଦୁଇଦିନ ହେଲା ହସ୍ପିଟାଲ ରେ ଥିବା ଚର୍ଚା ହେଉଥିଲା, ଆଜି ଡାକ୍ତର ଏକଥା ଘୋଷଣା କରିଛନ୍ତି I

One Comment on “କମେଡି କିଙ୍ଗ୍ ପପୁ ଗୁରୁତର ଭାବରେ ICU ରେ , ଦିଲ୍ଲୀ ଏମ୍ସ୍ ପଠାଯିବ”

  1. ପପୁ ବାବୁଙ୍କ ଆଶୁ ଆରୋଗ୍ୟ ପାଇଁ ପରମେଶ୍ବରଙ୍କ ପାଖରେ ପ୍ରାର୍ଥନା କରୁଛି

Leave a Reply

Your email address will not be published. Required fields are marked *