ସାଙ୍ଗ ମାନଙ୍କ ସହିତ ମିଶି , ଘରେ ପଶି ମହିଳାଙ୍କୁ ଗଣଦୁଷ୍କର୍ମ କଲା 15 ବର୍ଷର ନାବାଳକ : ମହିଳା ଗୁରୁତର

ଦୁଷ୍କର୍ମ କୁ ନେଇ ସାରା ଦେଶ ରେ ହଇଚଇ ହେଉଥିବା ବେଳେ ରାଉରକେଲା ରେ ତିନିଜଣ ସାଙ୍ଗ ମାନଙ୍କ ସହିତ ଜଣେ ନାବାଳକ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶିଥିଲେ I ମହିଳାଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ I

ମହିଳାଙ୍କ ଛୋଟ ପିଲାମାନେ ପାଟି କରିବାରୁ ତାଙ୍କୁ ଦଉଡ଼ିରେ ବାନ୍ଧିଦେଇଥିଲେ , ଏବଂ ଅତି ଅମାନୁଷିକ ଭାବେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ I

ଯାହାଫଳରେ ମହିଲାଙ୍କର ଶରୀରରେ ବହୁ ଆଘାତ ଲାଗିଛି ଏବଂ ସେ ଗୁରୁତର ଆହତ ହେଇ ହସ୍ପିଟାଲ ରେ ଆଡମିଟ ହେଇଛନ୍ତି I

ପୋଲିସ ଘଟଣା ବିଷୟରେ ଜାଣିବା ପରେ 15 ବର୍ଷ ର ନାବାଳକ ସହିତ ଅନ୍ୟ ଜଣେ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଫେରାର ହେଇଯାଇଛନ୍ତି I

One Comment on “ସାଙ୍ଗ ମାନଙ୍କ ସହିତ ମିଶି , ଘରେ ପଶି ମହିଳାଙ୍କୁ ଗଣଦୁଷ୍କର୍ମ କଲା 15 ବର୍ଷର ନାବାଳକ : ମହିଳା ଗୁରୁତର”

  1. ଦୁଷ୍କର୍ମ କରିଥିବା ପାପିର ବୟସ ଦେଖନି, ସିଧା ଫାଷ୍ଟଟ୍ରେକ୍ କୋର୍ଟରେ ବିଚାର କର। ଯେତେ ଶିଘ୍ର ଫାସି ପାଇବେ ସମାଜକୁ ସେତେ ବେଶି ଲାଭ ମିଳିବ ।

Leave a Reply

Your email address will not be published. Required fields are marked *