ଭୁଲ୍ ରେ ବି ରୋଷେଇ ଘରେ କରନ୍ତୁ ନାହିଁ ଏହି ସବୁ କାମ: ହୋଇଯିବେ ଦାରିଦ୍ର୍ୟ

ଘର ର ସବୁଠୁ ମହତ୍୍ବପୂର୍ଣ୍ଣ ଜାଗା ହେଉଛି kitchen.ଯାହାକି ପରିବାର ରେ ସମସ୍ତ ଲୋକଙ୍କ ଖୁସି ଓ ସ୍ଵାସ୍ଥ୍ୟ ସହିତ ଜଡ଼ିତ।ତେଣୁ ବାସ୍ତୁ ଶାସ୍ତ୍ର ଦ୍ବାରା kitchen ବନେଇ ଲେ ଆମର କିଛି ଅସୁବିଧା ହୋଇନଥାଏ ।

ଆଜି ଆମେ ଜାଣିବା ରୋଶାଇ ଘର ପାଇଁ କିଛି ବାସ୍ତୁ ଟିପ୍ସ

– ଘରର ଦକ୍ଷିଣ ପୂର୍ବ ଦିଗ ରୋସାଇ ଘର ବନେଇବା ପାଇଁ ସବୁଠୁ ଉତ୍କୃଷ୍ଟ ହୋଇଥାଏ।କିନ୍ତୁ ଯଦି କୌଣସି କାରଣରୁ ଆପଣ ଏହି ଦିଗରେ ବନେଇ ପାରୁନାହାନ୍ତି ତେବେ ଉତ୍ତର ପଶ୍ଚିମ ଦିଗରେ ବନାନ୍ତୁ।

– ରୋଷଇ ଘରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଗାସ୍ ବା ଚୁଲା।ଏହାକୁ ମଧ୍ୟ ଉପଯୁକ୍ତ ଦିଗ ରେ ରଖିବା ନିହାତି ଜରୁରୀ ତେଣୁ ଆପଣଙ୍କ ଚୁଳା କୁ ରୋଷାଈ ଘରର ଦକ୍ଷିଣ ପୂର୍ବ ଦିଗରେ ରଖିବା ବହୁତ୍ ଭଲ।

– ରୋଷାଈ ଘରର ପାଇପ୍ କୁ ସବୁବେଳେ ଉତ୍ତର ପୂର୍ବ ଦିଗରେ ଅର୍ଥାତ ଗ୍ୟାସର ବିପରୀତ ଦିଗରେ ରଖିବା ଆବଶ୍ୟକ।ଏହା ଏଥିପାଇଁ କାରଣ ନିଆଁ ଓ ପାଣି ଉଭୟ ବିପରୀତ ଅଟନ୍ତି।

– ଫ୍ରି ଜ କୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଭଲ
– ବାସ୍ତୁ ଅନୁସାରେ ରୋଷାଈ ଘର ରେ ଗୋଟେ ଝରକା ଘରର ପୂର୍ବ ଦିଗରେ ରହିବା ଆବଶ୍ୟକ।
– ରୋଷାଈ ଘରେ ସମସ୍ତ ରାସନ୍ ଏବଂ ବାସନ ରଖିବାପାଇଁ ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗ କାନ୍ଥରେ ଷ୍ଟୋରେଜ ସ୍ଥାନ ରଖିବା ଜରୁରୀ।

– ରୋଷାଈ ଘରକୁ ସବୁଦିନ ରାତିରେ ଶୋଇବା ପୁର୍ବରୁ ସଫା ରଖିବା ଦରକାର ଏବଂ ବାସନ ମଧ୍ୟ ସଫା ରଖିବା ଦରକାର। ରୋଟି ବନେଇବା ସମୟରେ ପ୍ରଥମ ରୋଟି ଗାଈ ପାଇଁ ରଖନ୍ତୁ।ଏହାଛଡା ଚେଷ୍ଟା କରନ୍ତୁ ଯେ ଗାଧୋଇବା ପରେ ହିଁ ରୋଷାଈ ଘରେ ପ୍ରବେଶ କରନ୍ତୁ।

Leave a Reply

Your email address will not be published. Required fields are marked *