ଜାଣି ରଖିଥାନ୍ତୁ ମହାଦେବ ଙ୍କ ର ଏହି ପ୍ରିୟ ଓ ପରମ ଶକ୍ତିଶାଳୀ ମନ୍ତ୍ର

ଭଗବାନ ଶିବ ଙ୍କ ପୂଜା ରେ ଅନେକ ମନ୍ତ୍ର ଅନେକ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ। ସବୁ ମନ୍ତ୍ର ର ନିଜର ଗାରିମା ଅଛି।ଏବଂ ସମସ୍ତଙ୍କର କାର୍ଯ୍ୟ ମଧ୍ୟ ଅଲଗା ଅଲଗା।
ତେବେ ଏହି ସବୁ ମନ୍ତ୍ର ମଧ୍ୟରୁ ମହାଦେବ ଙ୍କ ପ୍ରିୟ ମନ୍ତ୍ର ବିଷୟରେ ଆଜି ଆମେ ଆଲୋକପାତ କରିବା।

ଆଉ ସେହି ମନ୍ତ୍ର ହେଉଛି ମହା ମୃତ୍ୟୁଞ୍ଜୟ ମନ୍ତ୍ର। ଯାହାକି ପ୍ରାୟ ସମସ୍ତଙ୍କ ଦ୍ଵାରା ପରିଚିତ।
ମନ୍ତ୍ର ଟି ହେଉଛି

ମନ୍ତ୍ର କୁ କିପରି ଭାବରେ ବ୍ୟବହାର କରିବେ

ଯଦି ଆପଣ କୌଣସି ଭୟ ରେ ପୀଡ଼ିତ ଅଛନ୍ତି ତେବେ ଏହି ମନ୍ତ୍ର କୁ ୧୧୦୦ ଥର ଜପ କରନ୍ତୁ। ଦେଖିବେ ସମସ୍ତ ଭୟ ଦୂରେଇ ଯିବା।

ଯଦି ଆପଣ କୌଣସି ଦୁଃସାଧ୍ୟ ରୋଗ ରେ ପୀଡ଼ିତ ଅଛନ୍ତି ତାହେଲେ ଏହି ମନ୍ତ୍ର କୁ ୧୧୦୦୦ ଥର ଜପ କରିବାକୁ ପଡ଼ିବ।ଯାହା ଫଳରେ କି ଆପଣଙ୍କୁ ରୋଗ ରୁ ମୁକ୍ତି ମିଳିବ।

ଯଦି ଆପଣ ସନ୍ତାନ ପାଇବାକୁ ଚାହୁଁଛନ୍ତି କିମ୍ବା ଅକାଳ ମୃତ୍ୟୁ ରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ୧ ଲକ୍ଷ ୨୫ ହଜାର ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ର ଜପ କରନ୍ତୁ।

ପୂର୍ବ କାଳ ରେ ଋଷି ମୁନି ମାନେ ଯଜ୍ଞ ମାଧ୍ୟମ ରେ ଏହି ମହା ମୃତ୍ୟୁଞ୍ଜୟ ମନ୍ତ୍ର କୁ ୧ ଲକ୍ଷ ୨୫ ହଜାର ଥର ଜପ କରୁଥିଲେ।

Leave a Reply

Your email address will not be published. Required fields are marked *