ବାଂଲାଦେଶ ର ପ୍ରସିଦ୍ଧ ଲେଖିକା ତସଲିମା ନସରିନ୍ ନିଷ୍ପତି ନେଇଛନ୍ତି ଜେ ମୃତ୍ୟୁ ପରେ ସେ ଦାନ କରିବେ ନିଜ ଶରୀର କୁ।
ତେବେ ତସଲିମା ନସରିନ୍ ଏହା ପଛରେ କହିଛନ୍ତି ଜେ ସେ ସର୍ବଦା ଚାହାଁନ୍ତି ବିଜ୍ଞାନ ତାର ଶିଖର ରେ ପହଞ୍ଚୁ ଓ ଏହି ପାଇଁ ସେ ଏହି ନିଷ୍ପତି ନେଇଛନ୍ତି।
ମୃତ୍ୟୁ ପରେ ତାଙ୍କ ଶରୀର କୁ ସଂସ୍କାର କରାଯିବ ନାହିଁ ଏବଂ ସେ ତାଙ୍କ ଶରୀର କୁ AIIMS କୁ ପ୍ରଦାନ କରିବେ।
ତାଙ୍କ ଶରୀର କୁ ମେଡିକାଲ୍ ବିଜ୍ଞାନ ରେ ଗବେଷଣା ଓ ଶିକ୍ଷାଦାନ ପାଇଁ ବ୍ୟବହାର କରାଯିବ।
ତେବେ ବିଜ୍ଞାନ କୁ ନିଜ ଶରୀର ଦାନ କରି ସେ ବହୁତ୍ ଗର୍ବ ଅନୁଭବ କରୁଛନ୍ତି।