ଘରେ କେହିନଥିବା ବେଳେ ଅଶ୍ଳୀଳ ମୁଭି ଦେଖି ଯୁବକ ନିଜେ ନିଜର ….

ଅଶ୍ଳୀଳ ମୁଭି ଦେଖିବା ପରେ ଉତ୍ତେଜିତ ହେଇ ନିଜର ନିୟନ୍ତ୍ରଣ ହରାଇ ଜଣେ ଯୁବକ ନିଜେ ନିଜର ଗୁପ୍ତାଙ୍ଗ କୁ ଏକ ଛୁରୀରେ କାଟି ଦେଇଛନ୍ତି I ପରେ ହୋସ୍ ଆସିଲା ପରେ ଗୁପ୍ତାଙ୍ଗ ରୁ ପ୍ରବଳ ରକ୍ତ ସ୍ରାବ ହେଉଥିବା ଦେଖି କଣ କରିବେ ଭାବିପାରିନଥିଲେ I ରକ୍ତସ୍ରାବ ବନ୍ଦ ନହେବାରୁ ଜୋରରେ ଚିତ୍କାର କରିଥିଲେ I ପରେ ଡାକ୍ତର ଙ୍କୁ ଫୋନ କରିଥିଲେ I ତତକ୍ଷଣାତ ହସପିଟାଲରୁ କର୍ମଚାରୀ ପହଂଚି ଯୁବକ କୁ ହସ୍ପିଟାଲ ନେଇଥିଲେ ସେତେବେଳକୁ ଯୁବକ ଜଣଙ୍କ ଶରୀର ସାରା ରକ୍ତ ଜୁଡୁବୁଡୁ ହେଇସାରିଥିଲା I

ଯୁବକଙ୍କର ଚିକିତ୍ସା ଆରମ୍ଭ ହେଇଥିଲା Iଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା ସୂଚନା ଅନୁଯାଇ ଯୁବକ ଜଣଙ୍କ ନାମ ୟୁସାନୁ ବୟସ 30 ଏବଂ ସେ ଥାଇଲାଣ୍ଡ ର ରାଜଧାନୀ ବ୍ୟାଙ୍କକ ର ଅଧିବାସୀ I

ତେବେ ଘଟଣା ଦିନ ଘରେ କେହି ନଥିବାରୁ ଯୁବକ ଜଣକ ନିଜ ମୋବାଇଲ ରେ ପର୍ଣ୍ଣ ମୁଭି ଦେଖୁଥିଲା I ଏବଂ ଏହାର ପ୍ରଭାବ ଦ୍ୱାରା ସେ ଏତେମାତ୍ରାରେ ପ୍ରଭାବିତ ହେଇଯାଇଥିଲା ଯେ ନିଜ ଉପରୁ ଭାରସାମ୍ୟ ହରାଇ ସାରିଥିଲା ଏବଂ ଅତ୍ୟଧିକ ରୋମାଂଚିତ ହେଇ ନିଜର ଗୁପ୍ତାଙ୍ଗ କୁ କାଟିଦେଇଥିଲା I

Leave a Reply

Your email address will not be published. Required fields are marked *