ପାଠ ପଢିବାକୁ ଇଛା ହେଉନି ? ଥରେ ନିଶ୍ଚୟ ପଢନ୍ତୁ ।

ଥରେ ଗୋଟେ ମଣିଷ ରାସ୍ତାରେ ଯାଉଥିଲା ସେ ଦେଖିଲା କେତେଗୁଡିଏ ମାଙ୍କଡ଼ ତା ଆଡ଼କୁ ଆସୁଛନ୍ତି ଯେତେ ଜୋର ସେ ଦୌଡ଼ିଲା ସେତେ ଜୋର ମାଙ୍କଡ଼ ତା ପିଛା କରୁଥିଲେ ସତେବେଳେ ତାକୁ ଗୋଟେ ଶବ୍ଦ ଶୁଭିଲା ଦୌଡନି ତାଙ୍କୁ ସାମ୍ନା କର ସାହସରେ ତାଙ୍କ ସାମ୍ନାରେ ଠିଆ ହୁଅ ।

ସେ ମଣିଷ ସେମିତି ହିଁ କଲା ଡରିକି ଠିଆ ହେଲା ମାଙ୍କଡ଼ ସାମ୍ନାରେ କେତେ ମାଙ୍କଡ଼ ତାକୁ ଦରେଇବାକୁ ଚେଷ୍ଟା କଲେ ହେଲେ ସେ ପଛକୁ ହଟିଲା ନାହିଁ । ସବୁ ମାଙ୍କଡ଼ ଚାଲିଗଲେ ଆପଣ ଜାଣନ୍ତି ସେ ମଣିଷ କିଏ ଥିଲେ ? ସେ ଥିଲେ ସ୍ୱାମୀ ବିବେକାନନ୍ଦ I ତାଙ୍କ ସହିତ ଏହା ଘଟିଥିଲା ଆଉ ସେ ସଫଳ ହେବାର ସବୁଠୁ ବଡ lession ଶିଖିଗଲେ,

ଯେତେ ଆମେ ଆମର ସମସ୍ୟା ଠାରୁ ଦୁରେଇଯିବା ସେ ସେତେ ଆମ ପଛରେ ପଡିବ ଯଦି ଆମେ ଏବେଠୁ ସେ ସମସ୍ୟା ର ସମାଧାନ ଶିଖିଯିବା ତ ସେ ସମସ୍ୟା ଆପେ ଆପେ ଚାଲିଯିବ ।

ଆମ ସହିତ ବ ଏଇଆ ହେଉଛି ଆମେ ପାଠ କୁ ଡରିକି ଦୁରେଇଯିବାକୁ ଚେଷ୍ଠା କରୁଛେ । ଏମିତି କହିଥାଉ ଯେ ଆଜି ଭଲ ଲାଗୁନି , ଇଛା ହେଉନି କାଲି ଠାରୁ ପଢିବି । ଯଦି ଆମେ ଏମିତି ପାଠ ପଢ଼ାରୁ ଦୁରେଇଯିବା ସେ ଆମକୁ ସେତେ ଡ଼ରେଇବ । ଯେଉଁଦିନ ଆମେ ଜିଦ କରିଦେବା କି ବାସ ଆଜି ଠାରୁ ନିଜ କାମ କରିବାକୁ ଡରିବି ନାହିଁ ସେଇ ଦୁର୍ବଳତା ଆଉ ରାହୁବ ନାହିଁ ।

ଯେତେବେଳ ଲାଗୁଚି ଆଜି ପଢିହେବନି ବୋରେ ଲାଗୁଚି ଆପଣ ଏମିତି ଭାବିକି ସମସ୍ୟା ବଢାଉଛନ୍ତି ।
ଆମକୁ ଗୋଟେ ନିଷ୍ପତି ନେବାକୁ ହେବ ଆଉ ଅଗକୁ କଣ କରିବୁ ସେ ବିଷୟରେ ଭାବିବାକୁ ହେବ । ଆଳସ୍ୟ କୁ ତ୍ୟାଗ କରିବାକୁ ପଡିବ ତାହେଲେ ଯାଇକି ଜୀବନରେ ଆଗକୁ ବଢି ପାରିବ।

Leave a Reply

Your email address will not be published. Required fields are marked *