ପୁଣି ଥରେ ବସ୍ ଭଡା ବୃଦ୍ଧି

ଦିନକୁ ଦିନ ହୁ ହୁ ହେଇ ତେଲ ଦର ବଢ଼ିବାରେ ଲାଗିଛି I ସାଧାରଣ ଜନତା ତୈଳଦରରେ ତ୍ରାହି ତ୍ରାହି ଡାକୁଥିବା ବେଳେ ପୁଣିଥରେ ବେଡି ଉପରେ କୋରଡ଼ା ମାଡ ସଦୃଶ ବସ୍ ଭଡା ବଢିଛି I ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଦେଇଥିବା ସୂଚନା ଅନୁଯାଇ ସାଧାରଣ ବସ୍‌ ଏବଂ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା 2 ପଇସା ବଢିଥିବା ବେଳେ ଡିଲକ୍ସଏବଂ AC ଡିଲକ୍ସ ଭଡ଼ା 4 ପଇସା ବୃଦ୍ଧି ହେଇଚି I

Leave a Reply

Your email address will not be published. Required fields are marked *