ପାଠ ପଢା ରେ ମନ ଲଗାଇବାର ମନ୍ତ୍ର

ଆଜି ଆମେମାନେ ଜାଣିବା କିପରି ଆମେ ଅଧିକ ମାର୍କ ରଖିପାରିବା।

କିଛି ପିଲା କୁହନ୍ତି ମୁଁ ଅଧିକ ପଢୁଛି କିନ୍ତୁ ମାର୍କ କମ୍ ରହୁଛି।ଆଉ କିଛି ପିଲା ଥାନ୍ତି ଯେଉଁମାନେ କମ୍ ପଢନ୍ତି କିନ୍ତୁ ଅଧିକ ମାର୍କ ରଖନ୍ତି।

ଏବେ ଆମେ ଜାଣିବା କମ୍ ପଢି କିଭଳି ବେଶୀ ମାର୍କ ରଖିବା।ଏହି ଟିପ୍ସ ଗୁଡ଼ିକ ଭଲ ଭାବରେ ପଢନ୍ତୁ।

ପାଠ ପଢାରେ ପ୍ରତିବନ୍ଧକ – କିଛି ପିଲା ଅଛନ୍ତି ଯେଉଁମାନେ କେବଳ ପରୀକ୍ଷା ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପାଠ ପଢା ଆରମ୍ଭ କରନ୍ତି।

ଏପରିକି ପରୀକ୍ଷା ଦିନ ହିଁ ପଢନ୍ତି।ଖେଳିବା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ।କିନ୍ତୁ ଆବଶ୍ୟକ ଠାରୁ ଅଧିକ ଖେଳିବା, TV ଦେଖିବା ପାଠପଢ଼ାରେ ପ୍ରଧାନ ପ୍ରତିବନ୍ଧକ ଅଟେ।

TV କିମ୍ବା ଇଣ୍ଟରନେଟ ରେ ସାଧାରଣ ଜ୍ଞାନ କିମ୍ବା ସମ୍ବାଦ ଦେଖିବା ବହୁତ୍ ଭଲ। ଇଣ୍ଟରନେଟ ରେ ବହୁତ୍ ବେକାର ସୋ ଏବଂ ଭିଡିଓ ଅଛି ଯାହା ପାଠ ପଢ଼ାରେ ବହୁତ୍ ବ୍ୟାଘାତ ହୋଇଥାଏ।

ପିଲାଟି ଯଦି ଅଳସୁଆ ହେଲା ତେବେ ସେ ସବୁ କ୍ଷେତ୍ରରେ ଅସୁବିଧାରେ ପଡିବ।ତେଣୁ ଅଲ୍ୟସ୍ୟତା ବି ପାଠ ପଢାର ପ୍ରଧାନ ଶତ୍ରୁ।

ପାଠ ପଢାରେ ମନ ଲଗେଇବାର ମନ୍ତ୍ର – ପ୍ରତ୍ୟେକ କାମକୁ ଠିକ୍ ସମୟରେ ଶେଷ କରିବା ଉଚିତ୍।

ପିଲା ଦିନରୁ ଏହି habbit କଲେ ସେ ସବୁବେଳେ କୃତକାର୍ଯ୍ୟ ହୋଇଥାଏ। କୌଣସି କାମ କୁ ଏବେ କରିବି ନାହିଁ ପରେ କରିବି ଏହି କଥା କୁ ମନରୁ କାଢି ଦେବା ଉଚିତ୍।ଏହି ଅଭ୍ୟାସ ଦ୍ଵାରା ପାଠ ପଢ଼ିବା ପାଇଁ ଅଧିକ ସମୟ ପାଇପାରିବେ।

exercise ନିଜର ସ୍ଵାସ୍ଥ୍ୟ ଏବଂ ବ୍ରେନ୍ କୁ ସର୍ବଦା ଫିଟ୍ ରେଖେ।ଅତି କମ୍ ରେ 20 ମିନିଟ୍ ଏଥିପାଇଁ ସମୟ ଦେବା ଆବଶ୍ୟକ।ବହୁତ୍ ପିଲା ଅଛନ୍ତି ପଢ଼ିବା ପାଇଁ ଚାହାନ୍ତି କିନ୍ତୁ ପଢିବାରେ ମନ ଲାଗେନା।ନିଜ ମନ କୁ ଆକାଗ୍ରତ ରଖିବା ପାଇଁ ମେଡିଟେସନ ସବୁଠୁ ଭଲ ଉପାୟ।ବେଶୀ ରାତି ପର୍ୟ୍ୟନ୍ତ ପଢ଼ିବା ଅପେକ୍ଷା ସଖାଳୁ ଜଲଦି ଉଠି ପଢ଼ିବା ଅଧିକ ଲାଭ ହୋଇଥାଏ। କାରଣ ସକାଳେ ମୁଣ୍ଡ ଥଣ୍ଡା ଥାଏ।ଏହି ସମୟରେ ପଢିବାବେଲେ ଅଧିକ ମନେ ରହିଥାଏ

TV ଦେଖିବା, ମୋବାଇଲ ଚଳେଇବା,ଆଉ ଖେଳିବା ପାଇଁ time set କରନ୍ତୁ।ସେହି ସମୟରେ ଖେଳନ୍ତୁ କିମ୍ବା TV ଦେଖନ୍ତୁ। ଫେସବୁକ,WhatsApp ଆଦିରେ ସମୟ ବର୍ବଦ୍ ନକରି study website ରୁ ପାଠ ପଢନ୍ତୁ। କୌଣସି ଚାପଟର କୁ ପଢି ସାରିବାର ଗୋଟିଏ ସପ୍ତାହ ପରେ revise କରନ୍ତୁ।ପରେ

One Comment on “ପାଠ ପଢା ରେ ମନ ଲଗାଇବାର ମନ୍ତ୍ର”

Leave a Reply

Your email address will not be published. Required fields are marked *