ଓଡ଼ିଶା ର କୌଣସି ବି ଜାଗାର ଭୋଟର୍ ଲିଷ୍ଟ କିପରି ନିଜ ଫୋନ ରେ ଦେଖିବେ

ଆଜି କାଲି ର ଅନଲାଇନ ଦୁନିଆ ରେ ସବୁ କିଛି ଇଣ୍ଟରନେଟ୍ ରେ ଉପଲବ୍ଧ ହେଉଛି।ତେଣୁ ଆପଣ ମଧ୍ୟ ଦୁନିଆ ସହ ତାଳ ଦେଇ ସବୁ ଟେକ୍ନୋଲୋଜି ର ବ୍ୟବହାର ଶିଖନ୍ତୁ।

ଆଜି ଆମେ ଦେଖିବା କିପରି ଭାବରେ ଆପଣ କୌଣସି ବି ଜାଗାର ସମ୍ପୂର୍ଣ୍ଣ ଭୋଟର ତାଲିକା ଦେଖି ପାରିବେ।

 

 

୧. ପ୍ରଥମେ ଆପଣଙ୍କୁ ନିଜର ୱେବ୍ ବ୍ରାଉଜର ଖୋଲି ସେଥିରେ ଏହି ୱେବସାଇଟ ଖୋଲିବାକୁ ପଡ଼ିବ।

Ceoodisha.nic.in

 

୨. ଏହା ପରେ ୱେବସାଇଟ ଟି ସମ୍ପୂର୍ଣ ଖୋଲିଗଲା ପରେ ଭିଉ ଇଲେକ୍ଟ୍ର ରୋଲ୍ ରେ କ୍ଲିକ୍ କରନ୍ତୁ।

୩.ଏହା ପରେ ଯେଉଁ ଜାଗା ର ଭୋଟର୍ ଲିଷ୍ଟ୍ ଦେଖିବାକୁ ଚାହୁଁଛନ୍ତି ତାକୁ ସେଲେକ୍ଟ୍ କରନ୍ତୁ। ନିଜର ଜିଲ୍ଲା ଇତ୍ୟାଦି ସେଠାରେ ଦିଅନ୍ତୁ।

୪.ସମସ୍ତ ଡାଟା ସେଠାରେ ଦେଇ ସରିବା ପରେ ଏକ ଡାଉନଲୋଡ ବାକ୍ସ ଦେଖାଯିବ। ଯାହା ଭିତରେ ସର୍ଭିସ ଭୋଟର, ଡ୍ରାଫ୍ଟ ଇ ରୋଲ୍ ସପ୍ଲୀମେନ୍ତ୍ ଇତ୍ୟାଦି ଦେଖା ଯି ବ।

୫.ସେଠାରେ କ୍ଲିକ୍ କରନ୍ତୁ ଓ ଆପଣଙ୍କ ଜାଗା ର ସମ୍ପୂର୍ଣ୍ଣ ଭୋଟର list pdf ଭାବରେ ଡାଉନଲଡ଼ ହୋଇଯିବ।

ଯାହା କି ନିମ୍ନ ଫଟୋ ପରି ଦେଖାଯିବ।

 

 

ଏବେ ଆପଣକୁ ଆପଣକଂ ଜାଗା ର ସମ୍ପୂର୍ଣ୍ଣ ଭୋଟର୍ ଲିଷ୍ଟ ମିଳିଗଲା।

🙂

Leave a Reply

Your email address will not be published. Required fields are marked *