ଭୁଲ୍ ରେ ଏଇ ସ୍ତ୍ରୀ ମାନଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ I ନଚେତ ଭୋଗିବାକୁ ପଡିବ ମହାପାପ

କୁହାଯାଏ ଶାରୀରିକ ସମ୍ବନ୍ଧ ଦ୍ୱାରା ଉଭୟ ମନ ଏବଂ ଶରୀର ସୁସ୍ଥ ହେଇଥାଏ I ଏକ ସୁନ୍ଦର ପରିବାର ତଥା ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଉତ୍ତମ ସମ୍ପର୍କ ପୈଁନ ଶାରୀରିକ ସମ୍ବନ୍ଧ ନିହାତି ଆବଶ୍ୟକ ହେଇଥାଏ I କିନ୍ତୁ କିଛି ପୁରୁଷ ଅଛନ୍ତି ଯେଉଁମାନେ ଅନ୍ୟ ସ୍ତ୍ରୀ ଉପରେ ନଜର ପକାଇଥାନ୍ତି I ଏହା ଅତ୍ୟନ୍ତ ଖରାପ ଏବଂ ପାପ କାର୍ଯ୍ୟ ଅଟେ I ତେବେ ଚାଲନ୍ତୁ ଜାଣିବା କେଉଁ ସ୍ତ୍ରୀ ଲୋକ ଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଜୀବନ ନର୍କ ହେଇଯାଇଥାଏ I

1) ନିଜ ପରିବାର ର କୌଣସି ସ୍ତ୍ରୀ ଲୋକଙ୍କ ଉପରେ ଖରାପ ନଜର ରଖନ୍ତୁ ନାହିଁ , ଏମାନଙ୍କ ସହିତ ରକ୍ତର ସମ୍ପର୍କ ଥାଏ I ଶାରୀରିକ ସମ୍ବନ୍ଧ ଦ୍ୱାରା ଆପଣଙ୍କ ର ବହୁତ କ୍ଷତି ହେଇଥାଏ ଏବଂ ମହାପାପ ହେଇଥାଏ I
2) ଯଦି ଆପଣଙ୍କ ସ୍ତ୍ରୀ ବ୍ରହ୍ମଚର୍ଯ୍ୟ ପାଳନ କରୁଥାଏ ତେବେ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ I କାହିଁକିନା ଏହା ଦ୍ୱାରା ଆପଣ ତାଙ୍କ ବ୍ରହ୍ମଚର୍ଯ୍ୟ ରେ ବାଧା ଉପୁଯାଇ ପାପରେ ଭାଗିଦାରୀ ହେଇଥାନ୍ତି I

3) ସାଙ୍ଗର ସ୍ତ୍ରୀ କୁ କେଭେ ବି ଖରାପ ନଜର ରେ ଦେଖନ୍ତୁ ନାହିଁ I ସାଙ୍ଗ ହେଉଛି ଜୀବନର ସବୁଠୁ ମୂଲ୍ୟବାନ ଏବଂ ବିଶ୍ୱସ୍ତ I ସାଙ୍ଗର ସ୍ତ୍ରୀ ସହିତ ଶାରୀରିକ ସମ୍ବନ୍ଧ ଦ୍ୱାରା ଆପଣ ବିଶ୍ୱାସଘାତକତା ର ପରିଚୟ ପାଇବା ସହିତ ପାପର ଭାଗିଦାରୀ ହେଇଥାନ୍ତି I
4) ନିଜ ଶିଷ୍ୟା ଉପରେ କେଭେଁବି ଖରାପ ନଜର ରଖନ୍ତୁ ନାହିଁ I ଏହା ଦ୍ୱାରା ଗୁରୁ ଶିକ୍ଷକ ସମ୍ପର୍କ ର ଅବମାନନା ହେବ ସହିତ ଶାରୀରିକ ସମ୍ବନ୍ଧ ଦ୍ୱାରା ମହାପାପ ହେଇଥାଏ I

5) କୌଣସି ବିଧବା କିମ୍ବା ନିରାଶ୍ରୟା ସ୍ତ୍ରୀ ସହିତ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ I ଶାସ୍ତ୍ର ଅନୁଯାଇ ଏହା ମହାପାପ ହେଇଥାଏ I

6) ଶତ୍ରୁର ସ୍ତ୍ରୀ ସହିତ କେଭେବି ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ I ଏହା ଦ୍ୱାରା ଆପଣଙ୍କର ବିନାଶ ହେଇଥାଏ I ଏବଂ ପାପ ମଧ୍ୟ ହେଇଥାଏ I
ଜୀବନରେ ଶାନ୍ତି ପାଇବା ପାଇଁ ଏକ ପତ୍ନୀ ବ୍ରତ ପାଳନ କରନ୍ତୁ ଏହା ହିଁ ମୋକ୍ଷ ପାଇବାର ଏକ ମାତ୍ର ବିକଳ୍ପ I

Leave a Reply

Your email address will not be published. Required fields are marked *