ଘର ର ଅଭାବ ଦୂର କରିବା ପାଇଁ ଦୁଇଟି ଛୋଟ ଉପାୟ

ଏପରି କିଛି ଲୋକ ଥାନ୍ତି ଯେଉଁ ମାନେ ପରିଶ୍ରମ ତ ଭାଉତ୍ କରନ୍ତି କିନ୍ତୁ ଅନୁରୂପ ଫଳ। ପାଇ ପାରନ୍ତି ନାହିଁ। ସଦାବେଳେ ଘରେ ଅଭାବ ଲାଗି ରୁହେ।

ଯଦି ଆପଣ ବା ଆପଣଙ୍କ।କାହାର ସହ ଏପରି ହେଉଛି ତେବେ ନିଶ୍ଚୟ ଏହି ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ। ଆମେ ଆଜି ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାକି ଘର ର ଅଭାବ କୁ ଦୂର କରିଦେବ।

୧.ପ୍ରଥମ ଉପାୟ

ଗୋଟିଏ ଛୋଟିଆ ପିତଳ ଢାଲ ରେ କିଛି ଖୁଚୁରା ଟଙ୍କା ଅର୍ଥାତ୍ ଏକ ଟଙ୍କିଆ ବା ଦୁଇ ଟଙ୍କିଆ ପୁରେଇ ଢାଳ ଟିକୁ ପୂର୍ଣ୍ଣ କରିଦିଅନ୍ତୁ।

।ଏବଂ ଢାଳ କୁ ଘୋଡାଇ ଏହାକୁ ଘର ର ପଶ୍ଚିମ ଦିଗ ରେ ରଖନ୍ତୁ। ଏବଂ ଏହା ସହ ପ୍ରତେକ୍ ଦିନ ସକାଳେ ଓ ସନ୍ଧ୍ୟା ରେ ଏହା ପାଖରେ ଧୂପ ଦେଇ ମୁଣ୍ଡିଆ ମାରନ୍ତୁ।

୨. ଦ୍ଵିତୀୟ ଉପାୟ

ଏକ ନିଖୁଣ ଓସ୍ତ ପତ୍ର ଆଣାନ୍ତୁ ଓ ତାହାକୁ ଗଙ୍ଗା ଜଳ ରେ ଧୋଇ ସେଥିରେ କେଶର ରେ ଶ୍ରୀ ଲେଖି କରି ତାକୁ ନିଜ ମନି ପର୍ସ ରେ ରଖନ୍ତୁ।

ଏହି ଦୁଇଟି ଉପାୟ ଆପଣେଇ ଦେଖନ୍ତୁ ବହୁତ୍ କମ୍ ଦିନ ମଧ୍ୟରେ ଆପଣଙ୍କ ର ସମସ୍ତ ଅସୁବିଧା ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *