ଯେଉଁ ମହିଳା ମାନଙ୍କ ଶରୀର ର ଏହି ଅଙ୍ଗ ବଡ଼ ଥାଏ ସେମାନେ ହୋଇଥାନ୍ତି ଭାଗ୍ୟଶାଳୀ

ମହିଳା ମାନଙ୍କ ଶରୀର କୁ ନେଇ ଅନେକ ବେଦ ପୂରଣ ରେ ଏନେକ କଥା ରହିଅଛି। ମହିଳା ମାନଙ୍କ ର ଅଙ୍ଗ କୁ ପାଥେୟ କରି ମହିଳା ମାନଙ୍କୁ ଶାସ୍ତ୍ର ମାନଙ୍କ ରେ ଅନେକ ବିଭାଗ ରେ ବିଭକ୍ତ ମଧ୍ୟ କରା ଯାଇଛି।

ତେବେ ଆଜି ଆମେ ଜାଣିବା ମହିଳା ମାନଙ୍କ ଶରୀର ର କେଉଁ ଅଂଶ ବଡ଼ ଥିଲେ ତାହା ପୁରୁଷ ମାନଙ୍କ ପାଇଁ ଶୁଭ ହୋଇଥାଏ।

୧. କେଶ

ଯେଉଁ ମହିଳା ମାନଙ୍କ କେଶ ବଡ଼ ଥାଏ ସେମାନେ ଲକ୍ଷ୍ମୀ ବନ୍ତ ହୋଇଥାନ୍ତି।ସେମାନେ ଘରକୁ ଆସିବା ଫଳରେ ଘର ସୁଖ ସମୃଦ୍ଧି ରେ ପୁରି ଯାଇଥାଏ।

୨. ନାକ

ଯଦି କୌଣସି ସ୍ତ୍ରୀ ର ନାକ ଲମ୍ବା ହୋଇଥାଏ ଏହାର ଅର୍ଥ ହେଲା କି ସେ ବେଶି ଖର୍ଚ୍ଚ କରେନାହିଁ ଅର୍ଥାତ୍ ଅନ୍ୟଥା ତାଙ୍କ ନଷ୍ଟ କରିବାକୁ ଭଲ ପାଏ ନାହିଁ।

୩. ଚଉଡ଼ା ପାଠ

ଏମିତି କୁହା ଯାଏ ଯେ ଯେଉଁ ମହିଳା ର ଚଉଡ଼ା ମଥା ଥାଏ

ସେମାନେ ନିଜ ସହ ଧନ ର ଚାବିକାଠି ଧରି ଜନ୍ମ ହୋଇଥାନ୍ତି। ଏହା ସହ ଏହି ମହିଳା ମାନେ ଦୟାଳୁ ମଧ୍ୟ ହୋଇଥାନ୍ତି।

୫.ଲମ୍ବା ଆଙ୍ଗୁଠି

ଯେଉଁ ମହିଳା ମାନଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ବୁଦ୍ଧିମତୀ ହୋଇଥାନ୍ତି। ଏମାନଙ୍କର ପାଠ ପଢା ରେ ବହୁତ୍ ରୁଚି ଥାଏ ଓ ଏମାନଙ୍କ ହାତରେ ଆସୁଥିବା ଧନ କେବେ ବି ବର୍ବଦ୍ ହୁଏ ନାହିଁ।

୬.ବଡ଼ ଆଖି

ଯେଉଁ ମହିଳା ମାନଙ୍କ ଆଖି ବଡ଼ ହୋଇଥାଏ ସେମାନେ ବିଶ୍ୱାସ ପ୍ରିୟ ହୋଇଥାନ୍ତି।ଏମାନଙ୍କୁ ଆପଣ ବିନା ଦ୍ବିଧାରେ ରେ ବିଶ୍ୱାସ କରିପାରିବେ।

Leave a Reply

Your email address will not be published. Required fields are marked *