ଗରିବ ଏବଂ ଅସୁନ୍ଦର ଚେହେରା ପାଇଁ କେହି ବିବାହ କରୁନଥିଲେ ମାତ୍ର ପନ୍ଦର ମିନିଟ୍‌ରେ ଭାଗ୍ୟ ବଦଳିଗଲା

ଗୋଟେ ଢଗ ଅଛି ଆବେ ପର୍ଶୁ, ଜାବେ ପର୍ଶୁ ,ବାବୁ ପର୍ଶୁରାମ , ପୈସା କ୍ୟା ନକରେ କାମ ” ଅର୍ଥାତ ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଆପଣଙ୍କୁ କେହି ବି ପଚାରିବେ ନାହିଁ , ଟଙ୍କା ଥିଲେ ସମସ୍ତେ ଆପଣଙ୍କ କଥାରେ ହଁ ମାରିବେ , ଆପଣଙ୍କୁ ପ୍ରସଂଶା କରିବେ I ଆଜିକାଲି ଝିଅ ବିବାହ ଦେବାବେଳକୁ ବାପା ମା ଖୋଜନ୍ତି ପୁଅଟି ଭଲ ଟଙ୍କା ରୋଜଗାର କରୁଥାଉ I ଟଙ୍କା ଆଗରେ ପୁଅ ଟି ସୁନ୍ଦର କିମ୍ବା ତା ଯୋଗ୍ୟତା ର କିଛି ଫରକ ପଡ଼େନି I ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି ମୁମ୍ବାଇରେ I ଟଙ୍କା ପାଇଁ ଜଣେ ଟ୍ୟାକ୍ସି ଡ୍ରାଇଭର କୁ ବିବାହ କରିଛନ୍ତି ଜଣେ ମଡେଲ I

ଘଟଣାଟି ମୁମ୍ବାଇର I ଯୁବକ ଜଣଙ୍କ ନାମ ଭିହାନ ପଟେଲ I ଟ୍ୟାକ୍ସି ଡ୍ରାଇଭର ଭାବରେ କାମ କରନ୍ତି I ଗରିବ ପରିବାର I ଦେଖିବାକୁ ସେତେ ସୁନ୍ଦର ନୁହନ୍ତି I ପରିବାର ଲୋକେ ବାହାଘର ପାଇଁ ପ୍ରସ୍ତାବ ପକାଇଲେ ସବୁବେଳେ ଝିଅ ମାନେ ନାକଚ କରିଦେଉଥିଲେ ଗରିବ ଏବଂ କଳା ରଙ୍ଗ ପାଇଁ I ଏଇଥିରେ ବ୍ୟଥିତ ହେଇ ବିବାହ ନକରିବାକୁ ମନସ୍ତ କରିଥିଲେ ଭିହାନ।

ନିଜର ଗରିବୀ ପାଇଁ ସବୁବେଳେ ଭାଗ୍ୟ କୁ ନିନ୍ଦୁଥିଲେ , ହଠାତ ଦିନେ ସେ ଏକ ଅନଲାଇନ ସାଇଟ୍‌ ରେ ଦେଖିବାକୁ ପାଇଲେ ଯେ ଭାଗ୍ୟ ବଳରେ ଖେଳ ଦ୍ୱାରା ଏଠାରେ ଜିତିପାରିବେ ଲକ୍ଷ ଲକ୍ଷ ଟଙ୍କା I ବାସ୍ ନିଜ ଭାଗ୍ୟ ପରୀକ୍ଷା କରିବାକୁ ସେହି ଗେମ୍‌ ଖେଳିଥିଲେ ଯୁବକ I

ପ୍ରଥମ ବାଜିରେ ବାଜିମାରିନେଇଥିଲେ ଭିହାନ , ପାଖାପାଖି 9 ହଜାର ଜିତିବା ସହିତ ପରବର୍ତୀ ସମସ୍ତ ରାଉଣ୍ଡ ଅନାୟାସ ରେ ଜିତିପାରିଥିଲେ I ଭାଗ୍ୟ ଯେମିତି ମାତ୍ର ପନ୍ଦର ମିନିଟ୍‌ରେ ବଦଳିଗଲା I ଖେଳ ଶେଷରେ ୯ କୋଟି ୪୩ ଲକ୍ଷ ଟଙ୍କାର ବାଜି ଜିତିଥିଲେ ଭିହାନ I

ଏହା ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମ ରେ ପ୍ରଚାରିତ ହେବା ପରେ ମୁମ୍ବାଇ ର ସବୁଠାରୁ ହଟ୍ ମଡେଲ 23 ବର୍ଷିୟା ମ୍ୟାରା ଖତ୍ରି ନିଜ ତରଫରୁ ବିବାହ ପ୍ରସ୍ତାବ ପଠାଇଥିଲେ I ଟଙ୍କା ପାଇଁ ଏହି ମଡେଲ ଜଣଙ୍କ ତାଙ୍କୁ ବିବାହ ହେବାକୁ ଚାଁହୁଛନ୍ତି ଜାଣି ମଧ୍ୟ ଯୁବକ ତାଙ୍କୁ ବିବାହ କରିଥିଲେ I ଏକାଥରେ ତାଙ୍କୁ ଟଙ୍କା ଏବଂ ସୁନ୍ଦରୀ ସ୍ତ୍ରୀ ଉଭୟ ମିଳିଲା ଭାଗ୍ୟ ବଳରେ I

Leave a Reply

Your email address will not be published. Required fields are marked *