୨ ଯୁବତୀ ଙ୍କ ପ୍ରେମ କାହାଣୀ: ଜାଣନ୍ତୁ କାହିଁକି ବିବାହ କରିବାକୁ ଅଡ଼ି ବସିଛନ୍ତି ଦୁହେଁ

ଉତ୍ତରପ୍ରଦେଶ ଲକ୍ଷ୍ମୀନଗର ଥାନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ଦୁଇ ଯୁବତୀ ଥାନାରେ ପହଂଚି ଜିଦି ଧରିଛନ୍ତି ବିବାହ କରିବାକୁ I ତୁରନ୍ତ ସେମାନଙ୍କୁ ପୋଲିସ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି I
ମିଳିଥିବା ସୂଚନା ଅନୁଯାଇ ଦୁଇ ଯୁବତୀ ଙ୍କ ନାମ ଶିବାନୀ ଏବଂ ଦିପ୍ତୀ I ସେମାନେ ଏକ ବିୟୁଟି ପାର୍ଲରରେ କାମ କରୁଥିଲେ I ଦୁହିଁଙ୍କ ମଧ୍ୟରେ ପ୍ରେମ ହେଇଯାଇଥିଲା ଏବଂ ଦୁହେଁ ସମଲିଙ୍ଗୀ ସମ୍ପର୍କ ରଖିଥିଲେ I ପରେ ଦୁହେଁ ବିବାହ କରିବାକୁ ନିଷ୍ପତି ନେଇଥିଲେ I କିନ୍ତୁ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ଦି ଜଣ ଜାଙ୍କ ପୋଲିସ ର ସାହାଯ୍ୟ ଭିକ୍ଷା କରିଛନ୍ତି I

Leave a Reply

Your email address will not be published. Required fields are marked *