୧୭ ଜୁନ୍ ରୁ ଏହି ସବୁ ରାଶି ର ଆରମ୍ଭ ହେଲା ଖରାପ୍ ସମୟ,ଜାଣନ୍ତୁ କଣ କରିବେ ବଞ୍ଚିବାକୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୧୭ ଜୁନ୍ ୨୦୧୮ ଠାରୁ ଏହି ରାଶି ମାନଙ୍କ ରେ ଆରମ୍ଭ ହେବାକୁ ଯାଉଛି ଖରାପ୍ ସମୟ,

ଜାଣନ୍ତୁ କଣ କରିବେ ଓ କିପରି ଭାବରେ ବଞ୍ଚିବେ ଏହି ଖରାପ୍ ସମୟରୁ।

ତେବେ ଯେଉଁ ଯେଉଁ ରାଶି ମାନଙ୍କ ର ଖରାପ୍ ସମୟ ଆସୁଛି ତାହା ନିମ୍ନ ରେ ବର୍ଣ୍ଣନା କରାଗଲା।

୧.ବୃଷ ରାଶି

ବୃଷ ରାଶି ର ଲୋକ ମାନଙ୍କ ପାଇଁ ୧୭ ଜୁନ୍ ରୁ ୧୮ ଜୁଲାଇ ପର୍ଯ୍ୟନ୍ତ ଧନ ର ସମସ୍ୟ ରହିବ।ଏହି ସମୟରେ ଆପଣଙ୍କ ଧନ ଅଭାବ ପଡ଼ିପାରେ। ତେବେ ଏହି ସମୟ ମଧ୍ୟରେ କୌଣସି ସ୍ଥାନ ରେ ଧନ ନିବେଶ ନକରିବା ଭଲ।

ଆପଣଙ୍କ ଧନ ନଷ୍ଟ ହେବାର ସମ୍ଭାବନା ରହିଛି।

୨. ସିଂହ ରାଶି

ଏହି ରାଶିର ଲୋକ ମାନଙ୍କର ୧୭ ଜୁନ୍ ରୁ ୨୯ ଜୁଲାଇ ପର୍ଯ୍ୟନ୍ତ ଖରାପ୍ ସମୟ ରହିଛି। ଏହି ସମୟରେ ଆପଣଙ୍କର କୌଣସି ନିକଟ ବ୍ୟକ୍ତି ଙ୍କ ସହ ଆପଣକଂ ବଡ଼ ଧରଣର ଝଗଡା ହୋଇପାରେ।

ତେଣୁ ନିଜ କ୍ରୋଧ କୁ ନିୟନ୍ତ୍ରଣ ରେ ରଖନ୍ତୁ ଓ ପ୍ରତ୍ୟେକ କଳି ଝଗଡା ଠାରୁ ଦୂରେଇ ରୁହନ୍ତୁ।

୩.ମକର ରାଶି

ଏହି ରାଶି ର ଲୋକ ମାନଙ୍କର ୧୭ ଜୁନ୍ ରୁ ୫ ଜୁଲାଇ ପର୍ଯ୍ୟନ୍ତ ଖରାପ୍ ସମୟ ରହିଛି। ଆପଣ ଦୂର ଯାତ୍ରା ରୁ ଦୂରେଇ ରୁହନ୍ତୁ।କୌଣସି ବି ବଡ ଦୁର୍ଘଟଣା ର ଯୋଗ ରହିଛି। ଏବଂ ଘର ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

Leave a Reply

Your email address will not be published. Required fields are marked *