ଅସହ୍ୟ ତାତି ଯୋଗୁଁ ୨୫ ଜୁନ୍‌ ଯାଏ ସ୍କୁଲ୍‌ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ଅଧିକାଂଶ ଅଂଚଳ ରେ ତାପମାତ୍ରା 40 ଡିଗ୍ରି ଉପରେ ଥିବା ବେଳେ ରାଜଧାନୀ ତତଲା ନିଆଁ ରେ ଅସ୍ତବ୍ୟସ୍ତ ହେଇଗଲାଣି I ଡହ ଡହ ଖରାରେ ବାହାରକୁ ବାହାରିବା ସମ୍ଭବ ହେଉନଥିବାରୁ ସ୍କୁଲ ଛୁଟି କୁ ଆଉ ଚାରିଦିନ ଯାଏଁ ବୃଦ୍ଧି କରାଯାଇଛି I ଆସନ୍ତା ୨୧ ତାରିଖରେ ରାଜ୍ୟର ସମସ୍ତ ସୁଲ ଖୋଲିଥାନ୍ତା , କିନ୍ତୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେତୁ ସ୍କୁଲ ଛୁଟି କୁ ବୃଦ୍ଧି କରାଯାଇଛି I ଆଗାମୀ ଜୁନ ୨୫ ତାରିଖକୁ ସ୍କୁଲ ଛୁଟି କୁ ଘୁଞ୍ଚାଇ ଦିଆଯାଇଛି I ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଜୁନ 26 ରେ ସ୍କୁଲ ଖୋଲିବ I

Leave a Reply

Your email address will not be published. Required fields are marked *