କେବଳ ବୁଦ୍ଧିମାନ ଲୋକଙ୍କ ପାଖରେ ଦେଖାଯାଏ ଏହି ୪ଟି ଲକ୍ଷଣ

ମହାତ୍ମା ବିଦୁର ମଣିଷ ଜୀବନକୁ ସଫଳ କରିବା ପାଇଁ ବହୁତ୍ ମହୋତ୍ତ୍ ପୂର୍ଣ୍ଣ କଥା କହିଛନ୍ତି।ଆଜି ଆମେ ମହାତ୍ମା ବିଦୁର କହିଥିବା ଚାରୋଟି ଲକ୍ଷଣ ବିଷୟରେ ଜାଣିବା ଯେଉଁ ମାନେ ବୁଦ୍ଧିମାନ ବ୍ୟକ୍ତି ହୋଇଥାନ୍ତି।

୧.ବିଷୟକୁ ଶୀଘ୍ର ବୁଝିବା –

ବୁଦ୍ଧିମାନ ମଣିଷ କେଉଁ ବି ବିଷୟକୁ ଶୀଘ୍ର ବୁଝିଜାଏ।ତାହା ପାଖରେ ପ୍ରତ୍ୟେକ ବିଷୟକୁ ଜାଣିବା ପାଇଁ ଶକ୍ତି ଥାଏ।ଆଉ ଏହି ଶକ୍ତି କେବଳ ଅନୁଭବ କରିବା ଦ୍ୱାରା ହିଁ ଆସିଥାଏ।ଜ୍ଞାନୀ ମଣିଷ ନିଜ ଅନୁଭବ ର ଆଧାର ର ରେ ହିଁ ସବୁକଥା ଶିଖିଥାୟେ।ଜୀବନରେ ଯାହା ବି କଠିନ ପରିସ୍ଥିତି ଆସିଥାଏ ସେ ତାର ସାମ୍ନା ଶାନ୍ତ ମନରେ କରିଥାଏ।

ଆଉ ଏହି କଠିନ ପରିସ୍ଥିତିରୁ ହିଁ ସେ ଅନେକ କଥା ଶିଖିଥାଏ।କେଉଁ ବି ବିଷୟକୁ ସେ ଭଲ ଭାବରେ ବୁଝାଇଥାଏ ଆଉ ପରେ ଟିପ୍ପଣୀ କରିଥାଏ।

୨.ଧର୍ଯ୍ୟ ଧରି ଶୁଣିବା –

ବୁଦ୍ଧିମାନ ବ୍ୟକ୍ତି କୁ ସବୁକଥା ର ଜ୍ଞାନ ଥାଏ।କିନ୍ତୁ ହେଲେ ବି ସେ ପ୍ରତ୍ୟେକ ବିଷୟକୁ ଧ୍ୟାନ ର ସହିତ ଶୁଣି ଥାଏ।ନିଜ ଜ୍ଞାନକୁ ନେଇ ଅହଙ୍କାର କରେ ନାହିଁ।କିମ୍ବା ଅନ୍ୟ ସହ ତୁଳନା କରେନାହିଁ।

୩. କର୍ତ୍ତବ୍ୟ –

ଜ୍ଞାନୀ ମଣିଷ କେଉଁ ବି କାମ କୁ କାମ ବୋଲି ଭାବି ନ ଥାନ୍ତି।ଯେଉଁ ବି କାମ କରିଥାନ୍ତି ତାକୁ ନିଜ କର୍ତ୍ତବ୍ୟ ବୋଲି ଭାବିଥାନ୍ତି।ମୂର୍ଖ ଆଉ ଲାଞ୍ଚୁଆ ମଣିଷ ପ୍ରତ୍ୟେକ କାମ ରେ ନିଜର ଫାଇଦା ଦେଖିଥାନ୍ତି।

କିନ୍ତୁ ଜ୍ଞାନୀ ମଣିଷ ପ୍ରତ୍ୟେକ କାମ କୁ ନିଜର କର୍ତ୍ତବ୍ୟ ବୋଲି ଭାବନ୍ତି।ଆଉ ସେହି କାର୍ଯ୍ୟରୁ କିଛିନା କିଛି ଶିଖିବାକୁ ଚେଷ୍ଟା କରିଥାନ୍ତି।

୪.ଅନ୍ୟକୁ ଖରାପ୍ ନ କହିବା –

ବୁଦ୍ଧିମାନ ସେ ହୋଇଥାନ୍ତି ଯିଏ ବେକରରେ କଥା ହୋଇ ନିଜର ସମୟ ନଷ୍ଟ କରିନଥାଏ।ଜ୍ଞାନୀ ମଣିଷ ଅନ୍ୟ ବ୍ୟକ୍ତିର ପଛରେ କହି ସେମାନଙ୍କ ସମୟ ନଷ୍ଟ କରିନଥାନ୍ତି।କେବଳ ମୂର୍ଖ ଲୋକ ହିଁ ଏହା କରିଥାନ୍ତି।

ଜ୍ଞାନ ପ୍ରାପ୍ତ ବ୍ୟକ୍ତି ସମସ୍ତଙ୍କୁ ସମ୍ମାନ ଦେଇଥାଏ ଆଉ କାହାର ମଯାକ୍ ଉଡ଼ାଇ ନଥାଏ।ଜ୍ଞାନୀ ଲୋକ କୌଣସି ଧନୀ ଲୋକଙ୍କୁ ଦେଖି ତାଙ୍କର ସେବା କରେନାହିଁ କିମ୍ବା କୌଣସି ଗରିବ ଲୋକଙ୍କୁ ଦେଖି ତୁଚ୍ଛ ଭାବି ତାର ତିରସ୍କାର କରେ ନାହିଁ।

Leave a Reply

Your email address will not be published. Required fields are marked *