ଜୁଲାଇ ୨୨ ରେ ସ୍ଵତନ୍ତ୍ର ଓଜେଇଇ

ଆପଣ ପ୍ରଥମ ଓଜେଇଇ ପରୀକ୍ଷା କୌଣସି କାରଣ ବଶତଃ ଦେଇପରିନାହାନ୍ତି କି?

ତେବେ ଆସିଯାଇଛି ବର୍ତ୍ତମାନ ସ୍ଵତନ୍ତ୍ର ଓଜେଇଇ। ବି ଟେକ ସମେତ ଏମବିଏ,ଏମଶିଏ ଓ ଲଟେରାଲ୍ ଏଣ୍ଟ୍ରି ପାଇଁ ଅନୁଷ୍ଟିତିତ୍ ହେବ ଏହି ସ୍ୱତନ୍ତ୍ର ଓଜେଇଇ।

ଏଥିପାଇଁ ଜୁନ୍ ୨୫ ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ। ଏବଂ ଜୁଲାଇ ୧୮ ରୁ ଆଡ୍ଡମିତ୍ କାର୍ଡ ଡାଉନଲୋଡ କରିପାରିବେ।

ଜୁଲାଇ ୨୨ ଦିନ ୧୦ ରୁ ୧୧ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ ଏବଂ ଜୁଲାଇ ୨୫ ରେ ପ୍ରକାଶ ପାଇବ ଏହାର ଫଳ।

ଜୁଲାଇ ୨୭ ରୁ ୨୯ ମଧ୍ୟରେ rank କାର୍ଡ ଡାଉନଲୋଡ କରିବେ choice ଫିଲିଂ କରିବେ।

Leave a Reply

Your email address will not be published. Required fields are marked *