ଏହିସବୁ ଫୋନ୍ ରେ ଆଉ ଚାଲିବନି WhatsApp। ଆପଣଙ୍କ ଫୋନ୍ ନାହିଁ ତ ଏହି ଲିଷ୍ଟ ରେ

WhatsApp କେତେକ ସ୍ମାର୍ଟ୍ ଫୋନ ର ଲିଷ୍ଟ ଦେଇଛି ଯେଉଁ ଫୋନ୍ ଗୁଡିକ ରେ ୨୦୧୮ ର ଶେଷ ସୁଦ୍ଧା ମିଳିବନି ଆଉ କୌଣସି ଅପଡେଟ। ଫଳରେ କି ଶୁ ଚଳିପରିବନି WhatsApp ଏହି ସବୁ ଫୋନ୍ ରେ।

ଆଜି କାଲି ର ଆଧୁନିକ ଯୁଗରେ WhatsApp ଏକ ଜରୁରୀ ଅପ୍ ଭାବେ ଜଣାଶୁଣା। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଫୋନ ରେ ଚଳିବନି ଆଉ WhatsApp।

  • ଆଣ୍ଡ୍ରଏଡ ଭର୍ଜନ୍ ୨.୩.୩ ରୁ କମ୍ ରେ ଚାଲୁଥିବା ମୋବାଇଲ ଗୁଡିକ।
  • ଉଇଣ୍ଡୋଜ ଫୋନ୍ ୮.୦ କିମ୍ବା ତା ଠୁ ପୁରୁଣା
  • ଆଇ ଫୋନ୍ ୩ GS/ios ୬
  • ନୋକିଆ ସିମ୍ୱିଆନ୍ s ୬୦
  • ବ୍ଲାକ୍ ବେରୀ ୧୦ ଓ ଅନ୍ୟ ବ୍ଲାକ୍ ବେରୀ ଫୋନ୍

କେଉଁ ଫୋନ୍ ରେ କେବେ ବନ୍ଦ ହେବ

ନୋକିଆ ସିମ୍ୱିଆନ୍ s ୪୦ ( ଡିସେମ୍ବର ୩୧ ୨୦୧୮)

ଆଣ୍ଡ୍ରଏଡ ଭର୍ଜନ୍ ୨.୩.୩ ରୁ କମ୍ ରେ ଚାଲୁଥିବା ମୋବାଇଲ ଗୁଡିକ। (ଫେବୃଆରୀ ୧,୨୦୨୦)

ଆଇ ଓ ଏସ ୭ (ଫେବୃଆରୀ ୧,୨୦୨୦)

ଯଦି ଆପଣ ଙ୍କ ଫୋନ ର ଭର୍ସନ ଏହି ସବୁରୁ କିଛି ତାହେଲେ ସମୟ ଆସିଯାଇଛି ନିଜ ଫୋନ କୁ ଅପଡେଟ କରାଇନିଅନ୍ତୁ କିମ୍ବା ଯଦି ଅପଡେଟ ଆସୁନାହିଁ ତେବେ ନୂଆ ଫୋନ ଅଣନ୍ତୁ।

Leave a Reply

Your email address will not be published. Required fields are marked *