ବାପାର ପାପ : ଶଶୁର ର ବୋହୁ ଉପରେ ଖରାପ ନଜର

 

ବାପାର ପାପ : ଶଶୁର ର ବୋହୁ ଉପରେ ଖରାପ ନଜର
ଝିଅଟିଏ ବାହାହେଇ ଶାଶୁଘରକୁ ଆସିଲା ପରେ ବାପା ବଦଳରେ ଶଶୁର ଙ୍କୁ ପାଇଥାଏ I ଶଶୁର ଙ୍କ ପ୍ରତି ମନରେ ବହୁତ ଭକ୍ତି ରହିଥାଏ I କିନ୍ତୁ ଶଶୁର ଙ୍କର ଯଦି ଝିଅ ସଦୃଶ ବୋହୁ ଉପରେ ଖରାପ ନଜର ପଡ଼ି଼ଥାଏ ? କଣ ବିଶ୍ୱାସ ହେଉନି ନା ? ହଁ ଆଜ୍ଞା ସତରେ ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡାରେ I ଶଶୁର ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବୋହୁ I ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ଘନଶ୍ୟାମପୁର ଗାଁର |ପୀଡିତା ମହିଳା ଙ୍କ ଘର ଟାଙ୍ଗି ଥାନା ଗୋବିନ୍ଦପୁର I ସେ କେନ୍ଦ୍ରାପଡା ର ଆଲୋକ କୁମାର ନାଏକଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ I କିନ୍ତୁ ଶାଶୁ ଘରକୁ ଆସିବା ପରେ ମହିଳାଙ୍କ ଉପରେ ଶଶୁର ଲୋଲୁପ ଦୃଷ୍ଟି ପକାଇଥିଲେ I ବାରମ୍ବାର ଅଶ୍ଳୀଳ ଇଙ୍ଗିତ ଦେଉଥିଲେ I ଏସବୁ ଘଟଣା ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଙ୍କୁ ଜଣାଇବାରୁ ମହିଳାଙ୍କ ପ୍ରତି ଅତ୍ୟାଚାର ଅଧିକ ହେଇଥିଲା I ଫଳରେ ମହିଳା ଜଣଙ୍କ ବାଧ୍ୟ ହେଇ ଏକ ସଂଗଠନ ସାଇ ସେବା
ର ସମ୍ପାଦିକ ଙ୍କୁ ଜଣାଇଥିଲେ I ଏବଂ ସମ୍ପୃକ୍ତ ସଂଗଠନ ସାହାଯ୍ୟରେ ମହିଳା ଜଣଙ୍କ ଥାନାରେ ଏତଲା ଦେଇଛନ୍ତି ଏବଂ ପୋଲିସ ଏନେଇ ତଦନ୍ତ ଚଳାଇଛି I

Leave a Reply

Your email address will not be published. Required fields are marked *