ମହିଳା ମାନଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ହେଲା ବୃଦ୍ଧି। ୫ ଲକ୍ଷ ରୁ ହେଲା ୭ ଲକ୍ଷ

ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସମ୍ବନ୍ଧ ରେ ଦେଇଛନ୍ତି ଏକ ନୂଆ ଅପଡେଟ।

ଯେଉଁଥିରେ ଓଡ଼ିଶା ର ମହିଳା ମାନଙ୍କ ପାଇଁ ବିଶେଷ କରି ଏକ ଖୁସି ର ଖବର।

ପୂର୍ବରୁ ଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଯେଉଁ ମହିଳା ମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ର ସ୍ବାସ୍ଥ୍ୟ ସହାୟତା ର ଘୋଷଣା ହୋଇଥିଲା ତାହା ବର୍ତମାନ ବୃଦ୍ଧି ହୋଇ ୭ ଲକ୍ଷ କରିଦିଆଯାଇଛି।

ଏହା ସମ୍ପର୍କ ରେ ପି ଏମ୍ ଓ ଅଫ୍ ଓଡ଼ିଶା ର ଫେସବୁକ୍ ମାଧ୍ୟମ ରେ ମଧ୍ୟ ଜନସାଧାରଣ ମାନଙ୍କୁ ଅବଗତ କରାଯାଇଛି।

ତେବେ ଏହି ପଦକ୍ଷେପ କୁ ସମସ୍ତ ମହଲ ରୁ ସ୍ବାଗତ ମିଳିଛି।

Leave a Reply

Your email address will not be published. Required fields are marked *