ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଏହି ଗୋଟିଏ କାମ କରିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ମିଳିଥାଏ I

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଏହି ଗୋଟିଏ କାମ କରିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ମିଳିଥାଏ I
ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ I ବର୍ଷ ର ପୂର୍ଣ୍ଣିମା ମଧ୍ୟରୁ ଆଜିର ପୁର୍ଣିମା କୁ ବଡ ପୁର୍ଣ୍ଣିମା କୁହାଯାଏ I ପ୍ରତ୍ୟକ ମାସର ଜ୍ୟେଷ୍ଠ ମାସର ପୂର୍ଣ୍ଣିମା କୁ ବଡ ପୂର୍ଣ୍ଣିମା କୁହାଯାଏ I ଆଜିର ପୂର୍ଣ୍ଣିମା ରେ ସ୍ୱୟଂ ଜଗନ୍ନାଥ ନିଜ ଭାଇ ଭଉଣୀ ଙ୍କ ସହିତ 108 ପୂର୍ଣ୍ଣ କୁମ୍ଭ ଜଳ ରେ ସ୍ନାନ କରିଥାନ୍ତି I ସେଥିପାଇଁ ମଧ୍ୟ ଏହାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ I କିନ୍ତୁ ଶାସ୍ତ୍ର ଅନୁଯାଇ ଆଜିର ପୂର୍ଣ୍ଣିମା ହେଉଛି ଏକ ସ୍ୱତନ୍ତ୍ର ଦିନ I ଏହି ଦିନ ସାଧାରଣତଃ ଗାଁ ମାନଙ୍କରେ ବରଗଛକୁ ପୂଜା କରା ଯାଇଥାଏ I ଶାସ୍ତ୍ର ଅନୁଯାଇ ବରଗଛ କୁ ତ୍ରିଦେବ ଯଥା ବ୍ରହ୍ମା ବିଷ୍ଣୁ ମହେଶ୍ୱର ଙ୍କ ସ୍ୱରୂପ ଭାବେ ମନାଯାଏ I ବରଗଛ କୁ ପୂଜା କରିବା ଦ୍ୱାରା ତ୍ରିଦେବ ସନ୍ତୁଷ୍ଟ ହେଇଥାନ୍ତି I ସୁଖ ସମୃଦ୍ଧି ମିଳିଥାଏ I

ଏହିଦିନ ବରଗଛ କୁ ପୂଜା କରିବା ଦ୍ୱାରା ସ୍ୱାମୀର ଆୟୁଷ ବୃଦ୍ଧି ଏବଂ ଉତ୍ତମ ସନ୍ତାନ ହେଇଥାଏ I ସମସ୍ତ କାମ ରେ ସଫଳ ମିଳିଥାଏ Iମନସ୍କାମନା ପୂର୍ଣ୍ଣ ହେଇଥାଏ I

ବରଗଛ କୁ ପୂଜା କରିବା ସହିତ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର କୁ ତିନିଥର ଜପ କରନ୍ତୁ Iବରଗଛରେ ଜଳ ଚଢାନ୍ତୁ ଏବଂ ବରଗଛ ଚତୁର୍ପାର୍ଶ୍ୱ ରେ 7 ଥର ପରିକ୍ରମା କରନ୍ତୁ I ଅପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ I

Leave a Reply

Your email address will not be published. Required fields are marked *