ଆମ୍ବ ଖାଇଲା ପରେ ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ଆମ୍ବ ଖାଇଲା ପରେ ଭୁଲରେ ବି ଖାଆନତୁ ନାହିଁ ଏହି ଜିନିଷ ।ଯଦି ଖାଇବେ ତେବେ ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି।ତେବେ କଣ ସେହି ଜିନିଷ ଜାଣନ୍ତୁ।ଆମେ ମାନେ ଜାଣିଚୁ ଆମ୍ବ ହେଉଛି ଫଳ ମାନଙ୍କ ମଧ୍ୟରେ ରାଜା।ଗରମ୍ ଦିନରେ ହିଁ ଆପଣ ଏହି ଫଳକୁ ଖାନ୍ତି।

ଆମ୍ବ ଅନେକ ପ୍ରଜାତିର ହୋଇଥାଏ।କିନ୍ତୁ ଆପଣ ନିଜ ମନ ପସନ୍ଦର ଆମ୍ବକୁ ଖାଇଲା ପରେ ଭୁଲରେ ବି ଏପରି କାମ କରନ୍ତୁ ନାହିଁ।ଆଜି ମୁଁ ଆପଣଙ୍କୁ ଏହି ରହସ୍ୟ ସମ୍ପର୍କରେ କହିବି।
– ଆମ୍ବ ଖାଇସାରିବା ପରେ କଲରା ଖାଂତୁ ନାହିଁ।କାରଣ ଆମ୍ବ ଖାଇସାରିବା ପରେ ଯଦି ଆପଣ କଲରା ଖାଇବେ ତେବେ ଏହା ଆମ୍ବ ସହ ମିଶି reaction କରିବ ଆଉ ଏହା ଦ୍ବାରା ଆପଣଙ୍କ ଶରୀରରେ ବିଷ କ୍ରିୟା ସୃଷ୍ଟି ହେବ।
– ଆମ୍ବ ଖାଇ ଲଙ୍କାର ସେବନ କରନ୍ତୁ ନାହିଁ।କାରଣ ଆମ୍ବ ବହୁତ୍ ମିଠା ହୋଇଥାଏ।ଯଦି ଆପଣ ଏହାକୁ ଖାଇ ସଙ୍ଗେ ସଙ୍ଗେ ମିଠା ଖାଉଛନ୍ତି ତେବେ ଏହା ଶରୀର ମଧ୍ୟରେ ବିଷ କ୍ରିୟା ସୃଷ୍ଟି କରିବ।ଅନେକ ପ୍ରକାର ରୋଗ ମଧ୍ୟ ଏହା ଦ୍ବାରା ଦେଖାଦେବ।

– ଆମ୍ବ ଖାଇ ସାରିଲା ପରେ କୌଣସି ପ୍ରକାର ଦହି ଜିନିଷ ସେବନ କରନ୍ତୁ ନାହିଁ।ଆପଣ ଅନେକ ପ୍ରକାର ରୋଗରେ ମଧ୍ୟ ପଡିପାରନ୍ତି।

– ଆଉ ସବୁବେଳେ ମନେ ରଖନ୍ତୁ ଆମ୍ବ ଖାଇ ସାରିବା ପରେ କେବେ ବି ଅଧିକ ପାଣି ପୀଅନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *