ଘି କୁଆଁରୀ ବା ଆଲୋଭେରା ର ଚମତ୍କାରୀ ଉପକାରିତା :ମଣିଷ ସମାଜ ପାଇଁ ଭଗବାନ ଙ୍କ ଏକ ଦୁର୍ଲଭ ବରଦାନ

ଘି କୁଆଁରୀ ର ଉପକାରୀ ବିଷୟରେ ଆପଣ କେବେ ବି ଜାଣି ନ ଥିବେ।ଏହା କୌଣସି ସାଧାରଣ ଗଛ ନୁହେଁ।ଏହା ଏକ ଔଷଧୀୟ ଗଛ ଆଉ ଏଥିରେ ଆପଣଙ୍କୁ ବହୁତ୍ ବଢିଆ ଫାଇଦା ମିଳିବ।ଘିକୁଆଁରି ଗଛ ଆମ ବାଡି ବଗିଚାରେ ପ୍ରାୟତଃ ଦେଖିବାକୁ ମିଳେ।ଏହି ଗଛରୁ ସାଧାରଣତଃ ଜଳା ପୋଡ଼ା ର ମଲମ୍ ରୂପେ କାମ କରେ।

ରୋଷାଇ ଘରେ କାମ କରୁଥିବା ବେଳେ ଯଦି ଶରୀରରେ କୌଣସି ଚେଙ୍କ ଲାଗିଗଲା ତେବେ ପ୍ରଥମେ ଖୋଜା ପଡେ ଏହି ପତ୍ର।କୌଣସି କୀଟ କିମ୍ବା ପୋକ ଯଦି ଶରୀରରେ କ୍ଷତ ସୃଷ୍ଟି କଲା କିମ୍ବା କାମୁଡି ଦିଏ ତାହେଲେ ବି ଘିକୁମାରି ଗଛ ବହୁତ୍ ଉପକାରୀ ଅଟେ।ଯଦି ଆପଣ ଖେଳୁଛନ୍ତି ଏବଂ ଖେଳିବା ସମୟରେ ଆପଣଙ୍କ ଗୋଡ଼କୁ ବହୁତ୍ ଆଘାତ ଲାଗେ ଯଦି ଏହି ପତ୍ରକୁ ନେଇ ଘଷିବେ ତେବେ ଆଘାତ ସବୁ ଦୁର ହୋଇଯିବ।ଆପଣଙ୍କ ଚର୍ମରେ ଯଦି କୌଣସି ସାଇଡ ଏଫ୍ରେକ୍ ଦେଖାଯାଉଛି ତେବେ ଏହାକୁ ବ୍ୟବହାର କରନ୍ତୁ।

ଦେଖିବେ ବହୁତ୍ ଫାଇଦା ମିଳିବ।ଶୁଷ୍କ ତ୍ବାଚା ଲାଗି ଏହି ମୋଇସ୍ତୁରିସେର ଭାବେ କାମ କରେ।ମୁହଁରେ ଯଦି ବ୍ରଣ ଉଠୁଚି ତେବେ ଏହି ରସ ମୁହଁରେ ଲଗାନ୍ତୁ।ଦେଖିବେ ବ୍ରଣ ଭଲ ହୋଇଯିବ।ଖାଲି ସେତିକି ନୁହେଁ ଏହା ମୁଖରେ ଏବଂ ତ୍ଵଚାରେ ଉଜ୍ଜଳ ତା ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *