ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏହି ଦୁଇଟି ଫଳ

ଭୁଲରେ ବି ଖାଇବ ନାହିଁ ଏହି ଦୁଇଟି ଫଳ ଅଚଳ ହୋଇଯିବ କିଡନୀ।ଦୂରେଇ ରହିବାକୁ ଡାକ୍ତର ମାନଙ୍କ ପରାମର୍ଶ।

ସାଧାରଣତଃ ଚିନ୍ ରେ ପ୍ରସ୍ତୁତ କିଛି ରାସାୟନିକ ଭାରତରେ ବହୁଳ ଭାବରେ ବ୍ୟବହାର ହେଉଛି।ବଡ଼ କଥା ହେଲା ଏହା ବର୍ତମାନ ବ୍ୟନ୍ କରାଯାଇଛି।ଏହା ସତ୍ତ୍ଵେ ବ୍ୟବସାୟୀ ମାନେ ଏହାକୁ ଚୋରାରେ ବ୍ୟବହାର କରୁଛନ୍ତି।

ଏକ ବିଶେଷ ସୂତ୍ରରୁ ଜଣାପଡିଛି କଞ୍ଚା ଆମ୍ବ ଆଉ କଦଳୀ କୁ ଶୀଘ୍ର ପଚେଇବା ପାଇଁ ଏହି ପ୍ରକାର ରାସାୟନିକ ବ୍ୟବହାର କରୁଛନ୍ତି।ଯେବେ କି ଏହି ରାସାୟନିକ ଭାରତରେ ବନ୍ଦ କରାଯାଇଛି।ଏହି ରାସାୟନିକ ଆମ ଶରୀର ପାଇଁ ବହୁତ୍ କ୍ଷତିକାରକ।ଏହା ଶରୀର ମଧ୍ୟକୁ ପ୍ରବେଶ କରିବା ଦ୍ଵାରା ପେଟ ଜନିତ ବହୁତ୍ ସମସ୍ୟା ସୃଷ୍ଟି ହୋଇଛି।ଏହା ବ୍ୟତୀତ କିଡନୀ ମଧ୍ୟ ଫେଲ୍ ହୋଇଯିବାର ସମ୍ଭାବନା ଅଛି।

ଡାକ୍ତର ଙ୍କ ସୂଚନା ମୁତାବକ ଅଧିକ ଲୋକ ଦାଗ ଥିବା ଫଳ ପସନ୍ଦ କରନ୍ତି ନାହିଁ।କେବଳ ଆଖିକୁ ସୁନ୍ଦର୍ ଆଉ ଚମକ୍ ଦେଖାଯାଉଥିବା ଫଳ ଅଧିକ ପସନ୍ଦ କରିଥାନ୍ତି।ଆଉ ଏହା ହିଁ ରାସାୟନିକ ଫଳ ଚିହ୍ନଟ କରିବାର ମୁଖ୍ୟ ଚିହ୍ନ।ମାତ୍ରାଧିକ ଏଥି ଲିନ୍ ବ୍ୟବହାର ଦ୍ଵାରା ଏହା ବହୁତ୍ ସୁନ୍ଦର୍ ଦେଖାଯାଏ।କିନ୍ତୁ ଏହା ଭିତରେ ଭରି ରହିଥାଏ କେବଳ ବିଷ ହିଁ ବିଷ।ତେବେ ସତ୍ରକ୍ ହୋଇ ଯାଆନ୍ତୁ ଏହି ସବୁ ଫଳ ଉପରୁ।

Leave a Reply

Your email address will not be published. Required fields are marked *