ଭୁବନେଶ୍ୱର ରୁ ଦିଲ୍ଲୀ ଯାତ୍ରା ବାବଦ କୁ ରାଜ୍ୟପାଳ ଙ୍କ ୪୬ ଲକ୍ଷ ବିଲ୍ I ହିସାବ ମାଗିଲେ ସରକାର

ଓଡ଼ିଶାର ନୂତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଶୀ ଗତ ଜୁନ ୧୦ରେ ରେ ଭୁବନେଶ୍ୱରରୁ ଦିଲ୍ଲୀ ଗସ୍ତ କରିଥିଲେ ଏବଂ ଜୁନ ୧୩ରେ ଦିଲ୍ଲୀରୁ ଓଡିଶା ଫେରିଥିଲେ I ଏଥିପାଇଁ ଏକ ସ୍ୱତନ୍ତ୍ର ଜେଟ୍ ବିମାନ କୁ ଭଡାରେ ନେଇଥିଲେ ଯାହାର ବିଲ୍ ବାବଦ କୁ ୪୬ ଲକ୍ଷ ୧୮ ହଜାର ଟଙ୍କା ହିସାବ ଦିଆଯାଇଛି I ତେବେ ଏନେଇ ସରକାର ଙ୍କ ସାଧାରଣ ପ୍ରଶାସନ ବିଭାଗ ରାଜ୍ୟପାଳ ଙ୍କୁ କାରଣ ମାଗିଛନ୍ତି I କୌଣସି ସରକାରୀ ପ୍ରୋଗ୍ରାମ ନଥିବା ସତ୍ୱେ ଏତେ ପରିମାଣରେ ଅର୍ଥ କାହିଁକି ଭଡା ଦିଆଯାଇ ଜେଟ ବିମାନ ନିଆଗଲା ତାହାର କାରଣ ଜଣାଇବାକୁ ବିନମ୍ରତାର ସହିତ ଜଣାଇବାକୁ ଏକ ଚିଠି ଲେଖିଛି ବିଭାଗ I

Leave a Reply

Your email address will not be published. Required fields are marked *