SCB ରୁ ଫେରିଲେ ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ଵାଳ

ବିଗତ କିଛି ଦିନ ଧରି ସ୍ବାସ୍ଥ୍ୟ ଖରାପ୍ ଥିବା ରୁ କଟକ ଏସିବି ରେ ଚିକିତ୍ସିତ ହେଉଥିବା ପ୍ରଭାତ ବିଶ୍ବାଳ ଙ୍କୁ ଡିସ୍ ଚାର୍ଜ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ପୂର୍ବ ଅପେକ୍ଷା ଉନ୍ନତି ଘଟିଛି।

ତେବେ ଲୋକ ମାନେ ମଧ୍ୟ ତାଙ୍କୁ ସ୍ଵାଗତ ପାଇଁ ହସ୍ପିଟାଲ୍ ଓ ଘରେ ରୁଣ୍ଡ ହୋଇଥିଲେ। ପ୍ରଭାତ ବିଶ୍ବାଳ ମିଡ଼ିଆ କୁ କହିଛନ୍ତି ଯେ ସେ ପୁଣି ଦିଲ୍ଲୀ ଯିବେ ଏବଂ ଦିଲ୍ଲୀ ଯିବ ପୂର୍ବ ରୁ ନିଜ ଘର ଲୋକ ଓ ବାପା ମା ଙ୍କୁ ଦେଖା କରିବାକୁ ଘରକୁ ଆସିଛନ୍ତି।

Leave a Reply

Your email address will not be published. Required fields are marked *