କେଉଁ ସମୟ ରେ ଜନ୍ମ ହେଲେ କେଉଁ ପ୍ରକାର ଭାଗ୍ୟ ର ଅଧିକାରୀ ହୋଇଥାନ୍ତି

ଆଜି ଆମେ ଜାଣିବା ମଣିଷ କେଉଁ ସମୟରେ ଜନ୍ମ ହେଲେ କେଉଁ ପ୍ରକାର ଭାଗ୍ୟର ଅଧିକାରୀ ହୋଇଥାନ୍ତି।

  • ଭୋର୍ ୪ ରୁ ସକାଳ ୬ ମଧ୍ୟରେ ଜନ୍ମ ଗ୍ରହଣ କରିଥିଲେ ପ୍ରଥମ ଜୀବନ ମୋଟା ମୋଟି ଚଳନିୟ ରହିବ।ପରେ ହଠାତ୍ ଜୀବନରେ ଉନ୍ନତି ଆସିବ।କର୍ମଠ ଜୀବନ ଜାପାନ କରିବାକୁ ପସନ୍ଦ କରିବେ।
  • ସକାଳ ୬ ରୁ ୮ ମଧ୍ୟରେ ଜନ୍ମ ହୋଇଥିଲେ ତାଙ୍କ ଜାତକର ସ୍ୱଭାବରେ ଭାବୁକ,ଶିଳ୍ପ ଗୁଣ ସମ୍ପନ୍ନ ଜିଦ୍ ମନ ଭାବ ରହିବ।ଜୀବନରେ ମଝିରେ ମଝିରେ ଉଧାର ରେ ରହିବାକୁ ପଡିବ।
  • ସକାଳ ୮ ରୁ ୧୦ ମଧ୍ୟରେ ଜନ୍ମ ହେଲେ ଜୀବନ ହୁଏ ସ୍ୱଚ୍ଛଳ,ସରଳ ଏବଂ ଚିନ୍ତାଶୀଳ।ବନ୍ଧୁ ବାନ୍ଧବ ସୁଖ ମିଳେ।
  • ଦିନ ୧୦ ରୁ ୧୨ ମଧ୍ୟରେ ଜନ୍ମ ହୋଇଥିଲେ ଜୀବନରେ ସଫଳତା ମିଳେ।ଏବଂ ଶେଷ ଜୀବନରେ ସୁନାମ ଅର୍ଜନ କରେ।ମନର ଇଛା,କର୍ମ,ଆଉ ପରିକଳ୍ପନା ବାସ୍ତବରେ ପରିଣତ ହୋଇଥାଏ।
  • ଦିନ ୧୨ ରୁ ୨ ଟା ମଧ୍ୟରେ ଜନ୍ମ ହେଲେ ପିଲାଟିର ମନ ସରଳ ହୁଏ।ରାଜନୀତିରେ ସଫଳତା ମିଳିପାରେ ଆଉ ପ୍ରଚୁର ଅର୍ଥର ମାଲିକ୍ ମଧ୍ୟ ହୋଇଥାଏ।ସମସ୍ତଙ୍କ ପାଖରେ ପ୍ରିୟ ହୁଅନ୍ତି।ଆଉ ପର ଉପକାର ପାଇଁ ଜୀବନ ମଧ୍ୟ ଦେଇପାରନ୍ତି।ପରିଶ୍ରମୀ ହୁଅନ୍ତି।ପ୍ରଥମ ଜୀବନ ମୋଟା ମୋଟି ଭଲ ଆଉ ଶେଷ ଜୀବନ ଅତ୍ୟନ୍ତ ସୁଖକର।
  • ଦିନ ୨ ରୁ ୪ ଟା ମଧ୍ୟରେ ଜନ୍ମ ହୋଇଥିଲେ ଜୀବନ ହୁଏ ଦୁର୍ଘଟଣା, ବଧିଗ୍ରସ୍ତ,ଅର୍ଥ ଦିଗରୁ କଷ୍ଟକର ହୋଇଥାଏ।
  • ଦିନ ୪ ରୁ ସନ୍ଧ୍ୟା ୬ ମଧ୍ୟରେ ଜନ୍ମ ହେଲେ ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ। ଭାଗ୍ୟବଦି ମଣିଷ ହୁଅନ୍ତି।ପ୍ରଥମ ଜୀବନ କଷ୍ଟକର ସାଧାରଣତଃ ବିବାହ ପରେ ଉନ୍ନତି ହୋଇଥାଏ।
  • ସନ୍ଧ୍ୟା ୬ ରୁ ରାତି ୮ ଏହା ମଧ୍ୟରେ ଜନ୍ମ ହେଲେ ଜୀବନ ହୁଏ ସରଳ।ଆର୍ଥିକ ଅଭାବ ଅନଟନ ଦେଇ ପ୍ରଥମ ଜୀବନ କଟେ।ପରେ କଠୋର ପରିଶ୍ରମ କରି ଉନ୍ନତି ପାଇବାକୁ ହୋଇଥାଏ।
  • ରାତି ୮ ରୁ ୧୦ ଏହା ମଧ୍ୟରେ ଜନ୍ମ ହେଲେ ଜୀବନ ହୁଏ ଜିଦ୍,ଶିଳ୍ପକଳା ଅନୁରାଗି ଅନ୍ୟ ଉପରେ କ୍ରତୂତ୍ୟ ଜାହିର କରିଥାନ୍ତି।ଜୀବନରେ ଶୀଘ୍ର ସଫଳତା ଆସିଥାଏ।
  • ରାତି ୧୦ ରୁ ୧୨ ଏହା ମଧ୍ୟରେ ଜନ୍ମ ହେଲେ ଜୀବନ ହୁଏ ପରିଶ୍ରମୀ, ସ୍ଵଭାଗ୍ୟ ଶାଳୀ ଶୀଘ୍ର ପ୍ରତିଷ୍ଠା ଲାଭକାରୀ।
  • ରାତି ୧୨ରୁ ୨ ଟା ମଧ୍ୟରେ ଜନ୍ମ ହେଲେ ଜୀବନ ହୁଏ ସତ୍ ପଥରେ ପରିଚାଳିତ।ପ୍ରଥମ ଜୀବନ ମୋଟା ମୋଟି ଦୁଃଖରେ କଟିଲେ ମଧ୍ୟ ପର ଜୀବନ ହୁଏ ପ୍ରତିଷ୍ଠିତ।ଲେଖକ,ସାମ୍ବାଦ, ଲେଖକ,ସାମ୍ବାଦିକ, ପ୍ରଭୃତି ରେ ଉନ୍ନତି ଆଉ ସୁନାମି ମିଳେ।
  • ରାତି ୨ ଟା ରୁ ୪ ଟା ମଧ୍ୟରେ ଜନ୍ମ ହେଲେ ଜୀବନ ହୁଏ ବିତସାଲି ଆଉ ସୌଭାଗ୍ୟ ଶାଳୀ।ଏମାନେ ବୁଦ୍ଧିମାନ ଆଉ ଚାଲାଖ ହୋଇଥାନ୍ତି।ଶିକ୍ଷକ ବା ରାଜନୈତକ ନେତା ହେଲେ ସୁନାମ ଅର୍ଜନ କରିବେ।

Leave a Reply

Your email address will not be published. Required fields are marked *