ବିମାନ ବନ୍ଦର ରୁ ଦୁଇ ମହିଳାଙ୍କ ଗୁପ୍ତାଙ୍ଗ ରୁ ଦେଢ଼ କେଜି ସୁନା ଜବତ ହେଲା I

ବାରମ୍ବାର ସୁନା ଚୋରା ଚାଲାଣ ଧରାପଡୁଥିଲେ ମଧ୍ୟ ମାଫିଆ ମାନେ ଭିର୍ଣ୍ଣ ଭିର୍ଣ୍ଣ ଉପାୟ ଆପଣାଉଛନ୍ତି I କେତେବେଳେ ପୋଟଳ ଭିତରେ ତ ,କେତେବେଳେ ଟ୍ରଲି ବ୍ୟାଗ ର ଚକା ରେ ଏବଂ କେତେବେଳେ ମଳଦ୍ୱାର ବାଟରେ ଚୋରା ଚାଲାଣ ବେଳେ ଧରା ପଡୁଛି I କିନ୍ତୁ ଗତକାଲି ମୁମ୍ବାଇ ବିମାନବନ୍ଦରରେ ଏକ ଅଭିନବ ଉପାୟ ରେ ସୁନା ଚାଲାଣ ହେଉଥିବା ବେଳେ ଅଧିକାରୀ ମାନେ ଧରିଛନ୍ତି Iଗତକାଲି ନାଦା ଓମାର ଓ ମନାଲ ଓମାର ନାମକ ଦୁଇଜଣ ମହିଳା ମୁମ୍ବାଇରେ ବିମାନବନ୍ଦର ରେ ଓଲ୍ହାଇ ଗେଟ ପାସ କଲାବେଳେ ତନଖି ଅଧିକାରୀ ଙ୍କ ହାତରେ ଧରାପଡ଼ିଥିଲେ I

ତେବେ ସବୁଠାରୁ ଲଜ୍ୟାକର କଥା ହେଉଛି ମହିଳା ମାନେ ସେମାନଙ୍କର ଗୁପ୍ତାଙ୍ଗ ଭିତରେ ଏକ କେଜି ୪ଶହ ଗ୍ରାମ ଓଜନର ସୁନା ବିସ୍କୁଟ ଲୁଚାଇ ରଖିଥିଲେ I ଧରାପଡ଼ିବା ପରେ ଗିରଫ ହେଇଛନ୍ତି I

Leave a Reply

Your email address will not be published. Required fields are marked *