ରଥ ଯାତ୍ରା ରେ ଏହି ଜାଗାରେ ଫୋପାଡି ଦିଅନ୍ତୁ ସୋରିଷ,ଘରେ ହେବ ଧନ ର ବର୍ଷା

ରଥ ଯାତ୍ରା ବିଶ୍ଵ ପ୍ରସିଦ୍ଧ। ଏହି ଦିନ ର କିଛି ବିଶେଷ ମହତ୍ୱ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ରଥ ଯାତ୍ରା ଭଳି ପବିତ୍ର ଦିନ ରେ କଣ କରିବେ ଯାହା ଫଳ ରେ କି ଖୋଲି ଯିବ ଆପଣଙ୍କ ଭାଗ୍ୟ।

ଏହି କାମ ପାଇଁ ଆପଣଙ୍କୁ କିଛି ସୋରିଷ ଦରକାର। ହାତ ରେ କିଛି ସୋରିଷ ନେଇ ଆପଣ ଆପଣଙ୍କ ପୂଜା ଘର ସାମ୍ନା ରେ ବସି ଯାଆନ୍ତୁ।

ଏହା ପରେ ସୋରିଷ କୁ ଏକ ପାତ୍ର ରେ ରଖି ଦିଅନ୍ତୁ ଓ ହାତ ଯୋଡ଼ି ଏହି ମନ୍ତ୍ର ଜପ କରନ୍ତୁ।

ଓଁ ଶଂ ଶନି ସ୍ଵରୟ ନମ୍ଃ

ଏହି ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ।

ମନ୍ତ୍ର ଜପ କରିବା ପରେ ଏହି ସୋରିଷ ଆଗରେ ହାତ ଯୋଡ଼ି ଆପଣ ଆପଣଙ୍କର ସବୁ ସମସ୍ୟା କହିଦେବେ।

ଏହା ପରେ ଏହି ସୋରିଷ ପାତ୍ର କୁ ନେଇ ଘର ର ବାହାରକୁ କିମ୍ବା ଛାତ ଉପରକୁ ଯିବେ।

ଏହା ପରେ ଏହି ସୋରିଷ କୁ ଅଧା ବାମ ହାତରେ ଓ ଅଧା ଡାହାଣ ହାତରେ ରଖିବେ। ଏବଂ ଦକ୍ଷିଣ ଦିଗ କୁ ମୁହଁ କରି ବାମ ହାତରେ ଧରିଥିବା ସୋରିଷ କୁ ଡାହାଣ ଦିଗକୁ ଏବଂ ଡାହାଣ ହାତ ରେ ଧରିଥିବା ସୋରିଷ କୁ ବାମ ଦିଗକୁ ଫିଙ୍ଗି ଦିଅନ୍ତୁ।।

ଏହା ପରେ ସୋରିଷ କୁ ଆଉ ଆପଣ ଦେଖନ୍ତୁ ନାହିଁ।

ନିଜ ଘରକୁ ଚାଲି ଆସନ୍ତୁ।

ଏହା ପରେ କିଛି ଦିନ ପରେ ଦେଖିବେ କିପରି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥିରେ ଥିବ।

One Comment on “ରଥ ଯାତ୍ରା ରେ ଏହି ଜାଗାରେ ଫୋପାଡି ଦିଅନ୍ତୁ ସୋରିଷ,ଘରେ ହେବ ଧନ ର ବର୍ଷା”

Leave a Reply

Your email address will not be published. Required fields are marked *