ଏହି ୪ଟି ନାମର ଝିଅକୁ ଭଲପାଇବା ପୂର୍ବରୁ ଥରେ ଜାଣନ୍ତୁ ସେମାନଙ୍କ ସ୍ଵଭାଵ ବିଷୟରେ

ସବୁ ଯୁବକ ମାନଙ୍କର ଇଛା ଥାଏ ତାଙ୍କ ର କେହି ଜଣେ ଅତି ଆପଣାର ପ୍ରେମିକା ରହିଥାନ୍ତୁ ,ଯାହା ଆଗରେ କି ସେ ନିଜର ମନକଥା ସହିତ ଦୁଃଖ ଏବଂ ସୁଖ ବାଣ୍ଟି ପାରିବେ I ଯିଏ ଦୁଃଖ ସମୟରେ ସାଥ ଦେବେ ଏବଂ ସୁଖ ସମୟରେ ଖୁଶି ହେବ I କିନ୍ତୁ ଅଧିକାଂଶ ଯୁବକ ମାନଙ୍କର ପ୍ରେମିକା ପାଇଁ ହିଁ ଅନେକ ସମସ୍ୟା ରହିଥାଏ I କିଛି ପ୍ରେମିକା ପ୍ରେମିକ ର ମନକଥା ଭଲ ଭାବରେ ବୁଝିନପାରି ତାଙ୍କୁ ଅଧିକା କଷ୍ଟ ଦେଇଥାନ୍ତି I ନାମ ଉପରେ ବ୍ୟକ୍ତିର ପ୍ରଭାବ ପଡିଥାଏ ତେଣୁ ଏମିତି କିଛି ଝିଅ ଅଛନ୍ତି ଯେଉଁମାନଙ୍କର ଯୁବକ ସାଥି ମାନଙ୍କ ସହିତ ଭଲ ପଡ଼ିନଥାଏ I ସାଧାରଣତଃ ଦୁଇ ଜଣଙ୍କ ମଧ୍ୟରେ ପରସ୍ପର ପ୍ରତି ବୁଝାମଣା ହେଇପାରିନଥାଏ ବା ଦୁଇଜଣ ଖାପ ଖୁଆଇ ପାରିନଥାନ୍ତି I

ଚାଲନ୍ତୁ ଜାଣିବା ଏମିତି କିଛି ନାମ ଧାରୀ ଝିଅଙ୍କ ବିଷୟରେ ଯେଉଁମାନଙ୍କ ସହିତ ପ୍ରେମ କରିବା ପୂର୍ବରୁ ଆପଣ ଭଲକି ଜାଣି ନିଅନ୍ତୁ ସେମାନଙ୍କ ବିଷୟରେ ,ଏହା ପରେ ଯଦି ଆପଣ ସେମାନଙ୍କ ସହିତ ଖାପ ଖୁଆଇ ପାରିବେ ତେବେ ସମ୍ପର୍କ ବଢ଼ାନ୍ତୁ I
A ନାମ ଧାରୀ ଝିଅ :-ଏହି ନାମର ଝିଅମାନେ ଭାରି ଯିଦିଆ ହେଇଥାନ୍ତି

,ପୁରୁଷ ବନ୍ଧୁ ସହିତ ଆଡ଼ଜଷ୍ଟ କରିପାରିନଥାନ୍ତି ,ସବୁ କଥା ନିଜ ଇଛା ରେ ହେଉ ବୋଲି ଚାହିଁଥାନ୍ତି ,ଯଦି କୌଣସି ଅସୁବିଧା ହୁଏ ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ନିଜ ପୁରୁଷ ବନ୍ଧୁ ଉପରେ ଦୋଷ ଲଦିଦେଇଥାନ୍ତି I
L ନାମ ଧାରୀ ଝିଅ :-ଏମାନେ ଭାରି କ୍ଷଣକୋପୀ ସ୍ଵଭାଵ ର ହେଇଥାନ୍ତି ତାଙ୍କୁ କଷ୍ଟ ହେଲାଭଳି କୌଣସି ବି କଥାରେ ଖୁବ ଶୀଘ୍ର ରାଗିଯାଇଥାନ୍ତି

I ଏବଂ ସାମ୍ନାରେ ଯିଏ ବି ଥାଉ ଏମାନେ ଓଲଟା ସିଧା ଶୁଣାଇଦେଇଥାନ୍ତି I କିନ୍ତୁ ରାଗ ଶାନ୍ତ ହେଲେ ବହୁତ ମନସ୍ତାପ କରନ୍ତି ନିଜ ଭୁଲ ପାଇଁ I
V ନାମ ଧାରୀ ଝିଅ :-ଏହିଝିଅମାନେ ଭାରି ଯିଦିଆ ସ୍ଵଭାଵ ର I ଯେ ପର୍ଯ୍ୟନ୍ତ ପ୍ରେମିକ ଏମାନଙ୍କୁ ଭୁଲ ନମାଗିଥାଏ ସେ ପର୍ଯ୍ୟନ୍ତ ଏମାନେ ଜିଦି କରି ରହିଥାନ୍ତି

,କିନ୍ତୁ ଏମାନେ ଭାରି ନିରୀହ ଅଟନ୍ତି ,ଥରେ ଭୁଲ ମାଗିଦେଲେ ପ୍ରେମିକ ପାଇଁ ଏମାନେ କିଛି ବି କରିପାରିବେ I
R ନାମ ଧାରୀ ଝିଅ :-ଏମାନେ ଭାରି ସନ୍ଦେହୀ ପ୍ରକୃତିର ,ସବୁ କଥାରେ ପ୍ରେମିକ ଉପରେ ସନ୍ଦେହ କରିଥାନ୍ତି I

କିନ୍ତୁ ଏମାନେ ହୃଦୟରୁ ଭଲ ପାଇଥାନ୍ତି , କେବେଭି ଧୋକା ଦେଇନଥାନ୍ତି ,ଯଦି ପ୍ରେମିକ ଧୋକା ଦିଏ ଏମାନେ କଦାପି ବି ଛାଡ଼ନ୍ତି ନାହିଁ ,ଦରକାର ପଡିଲେ ଧୋକା ପ୍ରେମିକ ର ସର୍ବନାଶ କରିବାକୁ ପଛାନ୍ତି ନାହିଁ I

Leave a Reply

Your email address will not be published. Required fields are marked *