ଭୁଲ୍ ରେ ମୁଣ୍ଡ କୁଣ୍ଡାଇ ସାରିବା ପରେ ପାନିଆ ରେ ଅଡୁଆ ଚୁଟି ରଖନ୍ତୁ ନାହିଁ I

ଆମେ ସାଧାରଣତଃ ପାନିଆରେ ଚୁଟି କୁଣ୍ଡାଇବା ପରେ ପାନିଆରୁ ଚୁଟି କାଢି ଫୋପାଡ଼ି ବାକୁ ଭୁଲିଯାଇଥାଉ ,କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ଏକ ଖରାପ ଅଭ୍ୟାସ ଅଟେ I ପାନିଆରେ ଅଡୁଆ ଚୁଟି ରହିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିବଢିଥାଏ I ଘରୁ ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି , ସେଠାରେ ଅଲକ୍ଷ୍ମୀ ବାସ କରିଥାନ୍ତି I ଯାହାଫଳରେ ଘରେ ଆର୍ଥିକ ମାନ୍ଦାବସ୍ଥା ଲାଗିରହିଥାଏ ,କଳହ ଏବଂ ଅଶାନ୍ତି ସବୁବେଳେ ସୃଷ୍ଟି ହେଇଥାଏ I ତେଣୁ ଭୁଲ୍ ରେ ଚୁଟି କୁଣ୍ଡାଇ ସାରିବା ପରେ ପାନିଆ ରେ ଚୁଟି ରଖନ୍ତୁ ନାହିଁ ଏହାକୁ ପାନିଆରୁ କାଢି ବାହାରେ ଫୋପାଡ଼ି ଦିଅନ୍ତୁ I ଚୁଟି କୁ ମଧ୍ୟ ପାଦରେ ପାଦରେ ମାଡନ୍ତୁ ନାହିଁ ,ଏହାଦ୍ୱାରା ଅଶୁଭ ହେଇଥାଏ ବୋଲି ମନାଯାଏ I

Leave a Reply

Your email address will not be published. Required fields are marked *