ଚୁପଚାପ୍ ଘରର ଏହି ଜାଗାରେ ଜଳେଇଦିଅନ୍ତୁ ଗୋଟେ “ଲବଙ୍ଗ” ଘରେ ହେବ ଧନର ବର୍ଷା

ସାଧାରଣତଃ ଅନେକ ଲୋକ ବହୁ ପରିଶ୍ରମ କଲାପରେ ମଧ୍ୟ ଧନ ଅଭାବ ହେଇଥାଏ I ସବୁବେଳେ ରୁଣ ଭାର ରେ ବୁଡିରହିଥାନ୍ତି I ଏଥିପାଇଁ ସେମାନଙ୍କର କିଛି ଭୁଲ୍ ନଥାଏ ,ବାସ୍ତୁ ଶାସ୍ତ୍ର ଅନୁଯାଇ ଖରାପ ଗ୍ରହ ର ପ୍ରଭାବ ହେତୁ ଏପରି ଘଟିଥାଏ I ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଏପରି କିଛି କାର୍ଯ୍ୟ ଅଛି ଯାହାକୁ କରିବା ଦ୍ୱାରା ଖରାପ ଗ୍ରହ ର ପ୍ରଭାବ ନଷ୍ଟ ହେଇଥାଏ I ସମସ୍ତ ନକାରାତ୍ମକ ଶକ୍ତି ର ବିଲୟ ଘଟି ସକାରାତ୍ମକ ହେଇଥାଏ I ସେଥିମଧ୍ୟରୁ ଲବଙ୍ଗ ଏବଂ କର୍ପୁର ଅନ୍ୟତମ I ଘରେ ଯଦି ଧନର ଅଭାବ ଲାଗିରହୁଛି ତେବେ ଠାକୁର ଘରେ ପୂଜା ସାରିବା ପରେ ଏକ ଲବଙ୍ଗ ଏବଂ କର୍ପୁର କୁ ଏକ ସଙ୍ଗରେ ଜଳେଇ ଦିଅନ୍ତୁ ,ଦେଖିବେ ଧନର ଅଭାବ ଦୂର ହେବ I

ଋଣ ଭାର ଯଦି ଲାଗିରହୁଥାଏ ,ତେବେ ଏଥିରୁ ମୁକୁଳିବା ପାଇଁ ଶନିବାର ଦିନ ପାଞ୍ଚଟି ଲବଙ୍ଗ ନେଇ କୌଣସି ଏକ ଶୂନଶାନ ଜାଗାରେ ଚାରି ଦିଗକୁ ଚାରୋଟି ଲବଙ୍ଗ ଏବଂ ଉପରକୁ ଏକ ଲବଙ୍ଗ ଫୋପାଡ଼ି ଦିଅନ୍ତୁ ,ଚୁପଚାପ ଘରକୁ ପଳାଇଆସନ୍ତୁ ,କିନ୍ତୁ ମନେରଖିବେ ପଛକୁ ଭୁଲ୍ ରେ କେବେ ଚାହିଁବେ ନାହିଁ I

କୌଣସି ବ୍ୟକ୍ତି ଆଗରେ ମଧ୍ୟ ପ୍ରକାଶ କରିବେ ନାହିଁ ଏହି ଗୋପନ କଥାକୁ I କିନ୍ତୁ ମନେରଖନ୍ତୁ ପରିଶ୍ରମ ନକରି ଯଦି କେବଳ ଲବଙ୍ଗ ଫୋପାଡ଼ିଦେଲେ ଯେ ଆପଣଙ୍କ ଋଣ ଭାର ସୁଜିଯିବ ତାହା ଭୁଲ୍ ଭାବନା I ଏହା କେବଳ ନକାରାତ୍ମକ ଶକ୍ତିକୁ ନଷ୍ଟ କରିବାକୁ ଉପାୟ I

Leave a Reply

Your email address will not be published. Required fields are marked *