ରୋହିତ ଶର୍ମା ଙ୍କ ସଫଳତା ପଛରେ କାହାଣୀ

ଭାରତୀୟ କ୍ରିକେଟ ଦଳ ବହୁତ୍ ସୁନାମ ଅର୍ଜନ କରିଛି।ଏବଂ ଆମ ଦେଶର ନାମ ସାରା ଦୁନିଆରେ ଖ୍ୟାତି ଅର୍ଜନ କରିଛି।ଭାରତୀୟ କ୍ରିକେଟ ଦଳର ସଫଳତା ପଛରେ ବହୁତ୍ ଖେଳାଳିଙ୍କ ହାତ ରହିଛି। ସେଥି ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ଶର୍ମା।ଏହି ଖେଳାଳି ଜଣକ କ୍ରିକେଟ୍ ରେ ବହୁତ୍ ଖ୍ୟାତି ଅର୍ଜନ କରିଛନ୍ତି ସେଥି ମଧ୍ୟରୁ ସବୁଠୁ ବଡ଼ କଥା ହେଲା ଯେ ୱାନ୍ ଡେ ମ୍ୟାଚ୍ ରେ ସବୁଠୁ ଅଧିକ ରନ୍ ଏକା କରିଥିଲେ।ଏହି ରେକର୍ଡ ଟି ଶ୍ରୀଲଙ୍କା ବିରୁଦ୍ଧରେ ୨୬୪ ରନ୍ ସଂଗ୍ରହ କରିଥିଲେ।

ସେ ODI ତିନୋଟି ଦୁଇ ଶତକ କରି ରେକର୍ଡ ସୃଷ୍ଟି କରିଥିଲେ।ମାତ୍ର ୨୦ ବର୍ଷ ବୟସରେ ଅନ୍ତ୍ରଜାତୀୟ ମ୍ୟାଚ୍ ଖେଳିଥିବା ଏହି ଖେଳାଳି ଙ୍କ ବିଷୟରେ ଆଜି ଆମେ ଜାଣିବା।
ତାଙ୍କ ଜନ୍ମ ୩୦ ଏପ୍ରିଲ୍ ୧୯୮୭ ମସିହାରେ ମହାରାଷ୍ଟ୍ରରେ ହୋଇଥିଲା।ତାଙ୍କ ପରିବାର ସେ ସମୟରେ ବହୁତ୍ ଗରିବ ଥିଲା।ସେ ଯେତେବେଳେ ୧.୫ ବର୍ଷର ଥିଲେ ତାଙ୍କ ପରିବାର ଆଉ ଗୋଟେ ଜାଗାକୁ ଚାଲିଯାଇଥିଲେ।ଅର୍ଥ ଅଭାବ ଯୋଗୁ ତାଙ୍କ ସ୍କୁଲ ଫିସ ଦେବାପାଇଁ ତାଙ୍କୁ ବହୁତ୍ ଅସୁବିଧା ହେଉଥିଲା।ଏବଂ ପରେ ତାଙ୍କ ବାପା ତାଙ୍କୁ ଜେଜେ ଙ୍କ ପାଖକୁ ପଠାଇ ଦେଇଥିଲେ।କ୍ରିକେଟ୍ ରେ ଆଗ୍ରହ ଥିବାରୁ ସେ କଲୋନୀ ଗଳିରେ ବହୁତ୍ କ୍ରିକେଟ୍ ଖେଳୁଥିଲେ।ବହୁତ୍ ସମୟ ଏମିତି ଖେଳିଲା ବେଳେ ରୋହିତ ତାଙ୍କ ମାମୁଙ୍କ ଠାରୁ ପଇସା ମାଗି ଗୋଟେ କ୍ରିକେଟ୍ କ୍ଲବ ଜଏନ କଲେ।କ୍ଲବରେ ପ୍ରଥମରେ ବହୁତ୍ ବ୍ୟାଟ୍ସମ୍ୟାନ୍ ଥିଲେ।ତେଣୁ ତାଙ୍କୁ ପ୍ରଥମରୁ ବୋଲିଂ କରିବାକୁ ପଡ଼ୁଥିଲା।ଯେତେବେଳେ କୋଚ୍ ଦିନେଶ ଲାଡ ରୋହିତ ଙ୍କ କ୍ରିକେଟ୍ ପ୍ରତି ଆଗ୍ରହ ଦେଖିଲେ ସେ ତାଙ୍କୁ ସ୍ବାମୀ ବିବେକାନନ୍ଦ ସ୍କୁଲ ଜଏନ କରିବାକୁ କହିଲେ।କାରଣ ସେଠାରେ ଦିନେଶ ଲାଡ୍ କୋଚ୍ ଥିଲେ ଅାଉ ସୁବିଧା ମଧ୍ୟ ସେଠାରେ ଅଧିକ ଥିଲା।ସେ ସ୍କୁଲରେ ପଢ଼ିବା ପାଇଁ ତାଙ୍କ ପାଖରେ ସେତେ ପଇସା ନ ଥିଲା।କିନ୍ତୁ କଥାରେ ଅଛି ଯଦି ତୁମର ଆଗ୍ରହ ଅଛି ତେବେ ଭାଗ୍ୟ ବି ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ। କୋଚ୍ ତାଙ୍କୁ ୪ ବର୍ଷର scholarship ଦେଲେ।ଏବଂ ରୋହିତ ୪ ବର୍ଷ ପର୍ଯ୍ୟନ୍ତ ପୁରା ମାଗଣାରେ ପଢିଥିଲେ।ସେ ସେଠାରେ ୮ କିମ୍ବା ୯ ନମ୍ବର ରେ ବ୍ୟାଟିଂ କରିବା ପାଇଁ ଆସୁଥିଲା।

ଭାରତୀୟ କ୍ରିକେଟ ଦଳ ବହୁତ୍ ସୁନାମ ଅର୍ଜନ କରିଛି।ଏବଂ ଆମ ଦେଶର ନାମ ସାରା ଦୁନିଆରେ ଖ୍ୟାତି ଅର୍ଜନ କରିଛି।ଭାରତୀୟ କ୍ରିକେଟ ଦଳର ସଫଳତା ପଛରେ ବହୁତ୍ ଖେଳାଳିଙ୍କ ହାତ ରହିଛି। ସେଥି ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ଶର୍ମା।ଏହି ଖେଳାଳି ଜଣକ କ୍ରିକେଟ୍ ରେ ବହୁତ୍ ଖ୍ୟାତି ଅର୍ଜନ କରିଛନ୍ତି ସେଥି ମଧ୍ୟରୁ ସବୁଠୁ ବଡ଼ କଥା ହେଲା ଯେ ୱାନ୍ ଡେ ମ୍ୟାଚ୍ ରେ ସବୁଠୁ ଅଧିକ ରନ୍ ଏକା କରିଥିଲେ।

ଏହି ରେକର୍ଡ ଟି ଶ୍ରୀଲଙ୍କା ବିରୁଦ୍ଧରେ ୨୬୪ ରନ୍ ସଂଗ୍ରହ କରିଥିଲେ।ସେ ODI ତିନୋଟି ଦୁଇ ଶତକ କରି ରେକର୍ଡ ସୃଷ୍ଟି କରିଥିଲେ।ମାତ୍ର ୨୦ ବର୍ଷ ବୟସରେ ଅନ୍ତ୍ରଜାତୀୟ ମ୍ୟାଚ୍ ଖେଳିଥିବା ଏହି ଖେଳାଳି ଙ୍କ ବିଷୟରେ ଆଜି ଆମେ ଜାଣିବା।
ତାଙ୍କ ଜନ୍ମ ୩୦ ଏପ୍ରିଲ୍ ୧୯୮୭ ମସିହାରେ ମହାରାଷ୍ଟ୍ରରେ ହୋଇଥିଲା।ତାଙ୍କ ପରିବାର ସେ ସମୟରେ ବହୁତ୍ ଗରିବ ଥିଲା।ସେ ଯେତେବେଳେ ୧.୫ ବର୍ଷର ଥିଲେ ତାଙ୍କ ପରିବାର ଆଉ ଗୋଟେ ଜାଗାକୁ ଚାଲିଯାଇଥିଲେ।ଅର୍ଥ ଅଭାବ ଯୋଗୁ ତାଙ୍କ ସ୍କୁଲ ଫିସ ଦେବାପାଇଁ ତାଙ୍କୁ ବହୁତ୍ ଅସୁବିଧା ହେଉଥିଲା।ଏବଂ ପରେ ତାଙ୍କ ବାପା ତାଙ୍କୁ ଜେଜେ ଙ୍କ ପାଖକୁ ପଠାଇ ଦେଇଥିଲେ।କ୍ରିକେଟ୍ ରେ ଆଗ୍ରହ ଥିବାରୁ ସେ କଲୋନୀ ଗଳିରେ ବହୁତ୍ କ୍ରିକେଟ୍ ଖେଳୁଥିଲେ।ବହୁତ୍ ସମୟ ଏମିତି ଖେଳିଲା ବେଳେ ରୋହିତ ତାଙ୍କ ମାମୁଙ୍କ ଠାରୁ ପଇସା ମାଗି ଗୋଟେ କ୍ରିକେଟ୍ କ୍ଲବ ଜଏନ କଲେ।କ୍ଲବରେ ପ୍ରଥମରେ ବହୁତ୍ ବ୍ୟାଟ୍ସମ୍ୟାନ୍ ଥିଲେ।ତେଣୁ ତାଙ୍କୁ ପ୍ରଥମରୁ ବୋଲିଂ କରିବାକୁ ପଡ଼ୁଥିଲା।ଯେତେବେଳେ କୋଚ୍ ଦିନେଶ ଲାଡ ରୋହିତ ଙ୍କ କ୍ରିକେଟ୍ ପ୍ରତି ଆଗ୍ରହ ଦେଖିଲେ ସେ ତାଙ୍କୁ ସ୍ବାମୀ ବିବେକାନନ୍ଦ ସ୍କୁଲ ଜଏନ କରିବାକୁ କହିଲେ।କାରଣ ସେଠାରେ ଦିନେଶ ଲାଡ୍ କୋଚ୍ ଥିଲେ ଅାଉ ସୁବିଧା ମଧ୍ୟ ସେଠାରେ ଅଧିକ ଥିଲା।ସେ ସ୍କୁଲରେ ପଢ଼ିବା ପାଇଁ ତାଙ୍କ ପାଖରେ ସେତେ ପଇସା ନ ଥିଲା।କିନ୍ତୁ କଥାରେ ଅଛି ଯଦି ତୁମର ଆଗ୍ରହ ଅଛି ତେବେ ଭାଗ୍ୟ ବି ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ। କୋଚ୍ ତାଙ୍କୁ ୪ ବର୍ଷର scholarship ଦେଲେ।ଏବଂ ରୋହିତ ୪ ବର୍ଷ ପର୍ଯ୍ୟନ୍ତ ପୁରା ମାଗଣାରେ ପଢିଥିଲେ।ସେ ସେଠାରେ ୮ କିମ୍ବା ୯ ନମ୍ବର ରେ ବ୍ୟାଟିଂ କରିବା ପାଇଁ ଆସୁଥିଲା।

Leave a Reply

Your email address will not be published. Required fields are marked *