କେଉଁ କେଉଁ ଖାଦ୍ୟ କୁ ଏକା ସାଥେ ଖାଇଲେ ହୋଇଥାଏ ଚର୍ମ ରୋଗ

ଆଜି ଆମେ ଜାଣିବା କି କେଉଁ କେଉଁ ଖାଦ୍ୟ କୁ ଏକା ସାଥେ ଖାଇଲେ ହୋଇଥାଏ ଚର୍ମ ରୋଗ।

୧. କଲରା ସହ କେବେ ବି କଦଳୀ କୁ ଖାଆନ୍ତୁ ନାହିଁ। ଯଦି ଆପଣ କଲରା ର କିଛି ବି ରୋଷେଇ ଖାଉଛନ୍ତି ଯଥା କଲରା ଭଜା ତା ସହ କୌଣସି ବି କଦଳୀ ର ଜିନିଷ ଖାଆନ୍ତୁ ନାହିଁ। ଏହା ବହୁତ୍ ହାନି କାରକ ହୋଇଥାଏ। ଏବଂ ଚର୍ମ ରୋଗ ହୋଇଥାଏ।

ଯଦି ବି କେବେ କଲରା ଖାଉଛନ୍ତି ଏହାର ୮ ଘଣ୍ଟା ପରେ ହିଁ କଦଳୀ ଖାଆନ୍ତୁ।

୨. ଦହି ଓ ଲେମ୍ବୁ କୁ କେବେ ବି ଏକା ସହ ଖାଇବା ଉଚିତ୍ ନୁହେଁ। କିଛି ଲୋକ ଲେମ୍ବୁ ଖାଇବାକୁ ଭଲ ପାଆନ୍ତି ଖାଦ୍ୟ ସହ କିନ୍ତୁ ଖାଦ୍ୟ ପରେ ମିଠା ଦହି ମଧ୍ୟ ଖାଇବାକୁ ଭଲ ପାଆନ୍ତି।

ଆପଣ କଦାପି ଏପରି କରନ୍ତୁ ନାହିଁ। ଏହା ଦ୍ବାରା ଚର୍ମ ରୋଗ ହୋଇଥାଏ।

୩.ମାଛ ଓ କ୍ଷୀର କୁ କେବେ ବି ମିଶେଇ ଖାଆନ୍ତୁ ନାହିଁ। ଯେଉଁ ସମୟ ରେ ମାଛ ଖାଉଛନ୍ତି ଭୁଲ୍ ରେ ବି ସେବନ କରନ୍ତୁ ନାହିଁ କ୍ଷୀର ସେହି ସମୟରେ। କେବଳ ମାଛ ନୁହେ,ଆପଣ ମାଂସ କିମ୍ବା ଅଣ୍ଡା ସହ ମଧ୍ୟ କ୍ଷୀର ର ସେବନ କରନ୍ତୁ ନାହିଁ।

ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତି କାରକ।

Leave a Reply

Your email address will not be published. Required fields are marked *