ରାହୁଲ ଗାନ୍ଧୀ କୋଳାଗ୍ରତ କଲେ ନରେନ୍ଦ୍ର ମୋଦି ଙ୍କୁ: ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ଆଜି ଲୋକ ସଭା ରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ସଞ୍ଜମ। କଂଗ୍ରେସ ର ଅଧକ୍ଷ ରାହୁଲ ଗାନ୍ଧୀ ଯାଏଁ କୋଳାଗ୍ରତ କରିଛନ୍ତି ଭାରତୀୟ ଜନତା ପାର୍ଟି ର ମୁଖିଆ ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ମାନେ ଭାବୁଥିବେ ମୁଁ ନରେନ୍ଦ୍ର ମୋଦି ଙ୍କୁ କିମ୍ବା ଭାରତୀୟ ଜନତା ପାର୍ଟି କୁ ଘୃଣା କରେ କିନ୍ତୁ ସେପରି ଆଦୌ ନୁହେଁ। ମୁଁ ସେମାନଙ୍କ ପାଖରେ ରୁଣି, ସେମାନେ ହିଁ ମୋତେ କଂଗ୍ରେସ ର ଅଧକ୍ଷ ହେବାକୁ ଦେଇଛନ୍ତି।

ସେ କହିଛନ୍ତି ଯେ ଏମାନେ ମୋତେ ମୋର ଧର୍ମ ଶିଖାଇଲେ,ମୋତେ ହିନ୍ଦୁ ହେବାର ମଧ୍ୟ ଅର୍ଥ ସିଖେଇଚନ୍ତି ଏହିମାନେ। ଏହା ଠାରୁ ଆଉ କିଛି ବଡ଼ କଥା ହୋଇ ନପାରେ। ଆଉ ଏଥି ପାଇଁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ୍ କରୁଛି।

ସେ କହିଛନ୍ତି ଯେ ହଁ ଆପଣଙ୍କ ଭିତରେ ମୋ ପାଇଁ ରାଗ ଥାଏ ପାରେ, ହେଇପାରେ ମୁଁ ଆପଣଙ୍କ ପାଇଁ ପପୁ। କିନ୍ତୁ ମୋ ଭିତରେ ଆପଣଙ୍କ ପାଇଁ କିଛି ବି ଖରାପ୍ ନାହିଁ।

ମୋ ମନ ସଫା ଏହା କହି ସେ ଯାଏ କୋଳାଗ୍ରତ କରିଛନ୍ତି ମୋଦି ଙ୍କୁ।

ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

Leave a Reply

Your email address will not be published. Required fields are marked *