ଆଜି ବଡ ଏକାଦଶୀ କହିଦିଅନ୍ତୁ ଏହି ଗୋଟେ ଚମତ୍କାରି ମନ୍ତ୍ର ଆପଣଙ୍କ ଯାହା ବି ଥିବ ଇଚ୍ଛା ସବୁ ହେବ ପୁରଣ

 

ଆଜି ବଡ ଏକାଦଶୀ କହିଦିଅନ୍ତୁ ଏହି ଗୋଟେ ଚମତ୍କାରି ମନ୍ତ୍ର ଆପଣଙ୍କ ଯାହା ବି ଥିବ ଇଚ୍ଛା ସବୁ ହେବ ପୁର

ଏକାଦଶୀ ମଧ୍ୟରେ ହରିଶୟନ ଏକାଦଶୀ କୁ ବଡ ଏକାଦଶୀ ଭାବରେ ମନାଯାଏ I ଆଷାଢ଼ ଶୁକ୍ଳ ଏକାଦଶୀ କୁ ହରିଶୟନ ଏକାଦଶୀ କୁହାଯାଏ ଅର୍ଥାତ ଆଜି 23 ଜୁଲାଇ I ଏହି ଦିନଠାରୁ କାର୍ତିକ ମାସ ଦ୍ୱାଦଶୀ ଯାଏଁ ଚତୁର୍ମାସ୍ୟା ଭାବରେ ମନାଯାଏ I ଶାସ୍ତ୍ର କୁହେ କି ଏହିଦିନ ପ୍ରଭୁ ବିଷ୍ଣୁ ଙ୍କୁ ଅତି ଭକ୍ତିର ସହିତ ପ୍ରାଥନା କଲେ ପ୍ରଭୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି I ଆଜିର ବଡ ଏକାଦଶୀ ରେ ପ୍ରଭୁ ବିଷ୍ଣୁ ଙ୍କୁ ଅତି ଶ୍ରଦ୍ଧାର ସହିତ ଗୁଡ ,ସୋରିଷତେଲ ଏବଂ କଞ୍ଚା କ୍ଷୀର ଅର୍ପଣ କରନ୍ତୁ I ଏହିଦିନ ଉପବାସ କରିବା ଦ୍ୱାରା ଉତ୍ତମ ଫଳ ମିଳିଥାଏ I ଘରେ ଯଦି ସବୁବେଳେ ଅଭାବ ଅସୁବିଧା ଲାଗିରହୁଥାଏ ତେବେ ଏହି ଦିନ ପ୍ରଭୁ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କୁ କେଶରଯୁକ୍ତ ଜଳରେ ଅଭିଷେକ କରାନ୍ତୁ I ଘରର ଦ୍ୱାର ରେ ଗଙ୍ଗା ଜଳ ଏବଂ ହଳଦୀ ପାଣି ଛିଞ୍ଚିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହେଇଥାଏ I


ସନ୍ଧ୍ୟାସମୟରେ ମା ତୁଳସୀ ଦେବୀଙ୍କ ପାଖରେ କଞ୍ଚା କ୍ଷୀର ଢ଼ାଳିବା ସହିତ ଅତ୍ୟନ୍ତ ଭକ୍ତିର ସହିତ ଓଁ ନମୋ ଭଗବତେ ବାସୁଦେବାୟଃ ନମଃ ମନ୍ତ୍ର କୁ 108 ଥର ଜପ କରନ୍ତୁ I ଶାସ୍ତ୍ର ଅନୁଯାଇ ତୁଳସୀ ଡାଳରେ ସ୍ୱୟଂ ବିଷ୍ଣୁ ବାସ କରିଥାନ୍ତି I ଏହି ମନ୍ତ୍ର କୁ ଜପ କରି ସାରିବା ପରେ ସାତଥର ତୁଳସୀ ଚାରିପଟେ ପରିକ୍ରମା କରନ୍ତୁ I ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ I

Leave a Reply

Your email address will not be published. Required fields are marked *