ସୁନାବେଶରେ ଭକ୍ତ ଙ୍କୁ ଦର୍ଶନ ଦେବେ କାଳିଆ ସାଆନ୍ତ

ସୁନାବେଶରେ ଭକ୍ତ ଙ୍କୁ ଦର୍ଶନ ଦେବେ କାଳିଆ ସାଆନ୍ତ
ସାରା ଓଡିଶା ବର୍ଷାରେ ଉବୁଟୁବୁ ହେଉଥିବା ବେଳେ ଭାବବିନୋଦିଆ କାଳିଆ ନିଜ ଚମତ୍କାରିତା ଦେଖାଇଥିଲା ଗତକାଲି I ରଥଯାତ୍ରା ଇତିହାସ ରେ ନୂଆ ରେକର୍ଡ ଯୋଡିହେଇଯାଇଥିଲା Iସମୟ ନିର୍ଘଣ୍ଟ ର ତିନିଘଣ୍ଟା ପୂର୍ବରୁ ପ୍ରଭୁ ଶ୍ରୀମନ୍ଦିର ନିକଟରେ ପହଁଚିଯାଇଥିଲେ Iକୁହାଯାଏ ସେ ଚଳନ୍ତି ଦେବତା ସେଥିପାଇଁ ତ ସେ ବି ତା ଭକ୍ତ ଙ୍କ ସୁନାରେ ସଜେଇ ହେବ ,ଭକ୍ତ ଙ୍କୁ ସୁନାବେଶରେ ଦର୍ଶନ ଦେବ I ଆଜି କାଳିଆ ସାଆନ୍ତ ଙ୍କ ସୁନାବେଶ ରହିଥିବା ବେଳେ ପ୍ରବଳ ଭିଡ କୁ ଆଖି ଆଗରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ତା କୁ କଡାକଡି କରିଛି I ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ଯାଏଁ ପ୍ରଭୁ ସୁନାବେଶରେ ଆଜି ଭକ୍ତ ମାନଙ୍କୁ ଦର୍ଶନ ଦେବେ I

Leave a Reply

Your email address will not be published. Required fields are marked *