(ଟ୍ରାଇ) ର ମୁଖ୍ୟ ଙ୍କ ଆଧାର ନମ୍ବର ରୁ ଆକାଉଣ୍ଟସ ହ୍ୟାକ୍ I କଣ ଆପଣ ସୋସିଆଲ ମିଡିଆରେ ନିଜର ଆଧାର ନମ୍ବର ଦେଉଛନ୍ତି କି ସାବଧାନ I

କଣ ଆପଣ ସୋସିଆଲ ମିଡିଆରେ ନିଜର ଆଧାର ନମ୍ବର ଦେଉଛନ୍ତି କି ସାବଧାନ I
ଆଧାର ନମ୍ବର ଗୋପନୀୟତା କୁ ନେଇ ଚାଲିଥିବା ଛକାପଞ୍ଝା ରେ ଭାରତୀୟ ଦୁରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ର ପ୍ରମୁଖ ଆର ଏସ ଶର୍ମା ଶନିବାର ଦିନ ନିଜ tweeter ଏକାଉନ୍ଟ ରେ ନିଜ ଆଧାର ନମ୍ବର ସାର୍ବଜନୀନ କରି ଲୋକଙ୍କୁ ଆହୱାନ ଦେଇଥିଲେ ଯେ କେବଳ ଏହି ଆଧାର ନମ୍ବର ରୁ ତାଙ୍କୁ କ୍ଷତି ପାହାଞ୍ଚାଇ ଦେଖାଅ I
ସୋସିଆଲ ମେଡିଆ ରେ ଏହା ସଙ୍ଗେ ସଙ୍ଗେ ଟ୍ରେଣ୍ଡ କରିଥିଲା. ଓ ଏକ ଟ୍ଵିଟୀର ବ୍ୟବାହରକାରୀ ଏହି ଆଧାର ନମ୍ବର କୁ ବ୍ୟବହାରକରି ତାଙ୍କର ପର୍ସୋନାଲ ମୋବାଇଲ ନମ୍ବର, ଜନ୍ମ ତାରିଖ ଓ ଏଡ୍ରେସ ବାହାର କରି ଦେଇଥିଲେ I

ଏହା ପରେ ବହୁତ ଲୋକ ତାଙ୍କୁ ଟ୍ରୋଲ କରି ଥିଲେ I
ତେଣୁ ଆପଣ ମାନଙ୍କୁ ନିବେଦନ ଏହିକିଜେ କଦାପି ମଧ୍ୟ ଆପଣ ନିଜ ପର୍ସୋନାଲ ଡୀଟେଲ ଯଥା ଆଧାର, ଭୋଟୋର id ଓ ପ୍ୟାନ କାର୍ଡ ପରି ପରିଚୟ ପତ୍ର ସୋସିଆଲ ମେଡିଆ ରେ ଛାଡନ୍ତୁ ନାହିଂ. ନଚେତ କେହି ବି ଏହାକୁ ବ୍ୟବହାର କରି ଆପଣଙ୍କ ପର୍ସୋନାଲ ଡିଟେଲ ବାହାର କରିପାରିବ I

Leave a Reply

Your email address will not be published. Required fields are marked *