ମଣିଷ ସାଜିଲା ଦାନଵ I 8 ଜଣ ଏକ ଛେଳିକୁ ରାତିସାରା ଲଗାତାର ଧର୍ଷଣ କରି ମାରିଦେଲେ

ଦିନକୁ ଦିନ ନାବାଳିକା ଦୁଷ୍କର୍ମ ,,ଏକାକୀ ମହିଳାଙ୍କୁ ଅପହରଣ ପରେ ବଳାତ୍କାର ବଢ଼ିବାରେ ଲାଗିଥିବା ବେଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଥରାଇ ଦେଇଛି I ମଣିଷ ଯେ ଏପରି ଅବସ୍ତା କୁ ଆସିପାରେ ତାହା କଳ୍ପନା କରିହେଉନି I ସଭ୍ୟ ସମାଜରେ ଦାନଵ ମାନେ ବି ଏପରି କରିବାକୁ ଘୃଣା କରିବେ I ଏକ ଗର୍ଭବତୀ ଛେଳିକୁ 8ଜଣ ପିଶାଚ ମନୁଷ୍ୟ ଲଗାତାର ଏକ ରାତି ଧର୍ଷଣ କରିଛନ୍ତି I ଫଳରେ ଛେଳିଟି ଯନ୍ତ୍ରଣାରେ ଛଟପଟ ହେଇ ମରିଯାଇଛି I ଘଟଣାଟି ହରିୟାଣାର ମେୱାତ୍ ଅଞ୍ଚଳର I

ଲଗାତାର ଧର୍ଷଣ ବେଳେ ଛେଳି ମାଲିକ ଘଟଣାଟିକୁ ଦେଖିଦେଇଥିଲେ ଏବଂ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ପୋଲିସ ଘଟଣା ସ୍ଥଳରେ ପହଂଚି ଛେଳିକୁ ଜବତ କରିବା ସହିତ ପୋର୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଦେଇଛି I ଏବଂ ଘଟଣାର ତଦନ୍ତ ଜାରିରଖିଥିବା ବେଳେ ଆସାମୀ ମାନେ ଫେରାର ହେଇଯାଇଛନ୍ତି I

Leave a Reply

Your email address will not be published. Required fields are marked *