ଯେତେ ଚେଷ୍ଟା କଲେ ବି ରୋଗ ଭଲ ହେଉନାହିଁ କି ? କରନ୍ତୁ ଏହି ଉପାୟ

ଆଜି ଆମେ ଜାଣିବା ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ଏବଂ ଯେତେ ଔଷଧ ଖାଇଲେ କିମ୍ବା ଚିକିତ୍ସା କଲେ ମଧ୍ୟ ରୋଗ ଭଲ ହେଉନାହିଁ ଏମିତି କିଛି ଉପାୟ ଅଛି ଯାହା ଦ୍ବାରା ରୋଗ ଭଲ ହୋଇ ଯାଇପାରେ।କିନ୍ତୁ ଏହି ଉପାୟ ଟି ଔଷଧ ଖାଇବା ସହ କରିବେ।ଔଷଧ ବନ୍ଦ କରିବେ ନାହିଁ।ସଂସାରରେ ରୋଗୀ ବ୍ୟକ୍ତି ଠାରୁ ଦୁଃଖୀ ଆଉ କେହି ନାହାଁନ୍ତି। ଶଙ୍କରାଚାର୍ଯ୍ୟ ଙ୍କ ଥରେ ତାଙ୍କର ଜଣେ ଭକ୍ତ ପଚାରିଥିଲେ ଯେ ଶୁଖି ବ୍ୟକ୍ତି ସଂସାରରେ କିଏ?

ସେ କହିଥିଲେ ନିରୋଗି ବ୍ୟକ୍ତି।ଧନ ରତ୍ନ ଥାଇ ଯଦି ରୋଗ ସା ଥି ରେ ଥିବ ତେବେ ଧନ ରତ୍ନ ରହି କିଛି ଲାଭ ନାହିଁ।ଆସନ୍ତୁ ଏବେ ଜାଣିବା ଉପାୟ ଟି
ରାତିରେ ଶୋଇବା ପୁର୍ବରୁ ଦୁଇଟି କୋଇନା(ମୁଦ୍ରା) ଯେକୌଣସି ମୁଦ୍ରା ହେଉ ନା କାହିଁ ୨ ଟଙ୍କିଆ ହେଉ କିମ୍ବା ୫ ଟଙ୍କିଆ ହେଉ ରୋଗୀ ବ୍ୟକ୍ତିର ତକିଆ ତଳେ ରଖିଦେବେ ଏବଂ ତା ପର ଦିନ ସଖା ଲେ ରୋଗୀ ବ୍ୟକ୍ତି ନିଜେ କିମ୍ବା ତାଙ୍କର କେହି ରକ୍ତ ସମ୍ପର୍କୀୟ ଏହି ମୁଦ୍ରାକୁ ନେଇ କୌଣସି ଭିକରୀକୁ ଦେଇ ଆସନ୍ତୁ

ଏପରି ଆପଣ ମାନେ ୪୦ ଦିନ ପର୍ଯ୍ୟନ୍ତ କରିବେ।ନିୟମିତ ଭାବରେ ୪୦ ଦିନ କରିବେ।ଧ୍ୟାନ ରଖନ୍ତୁ ଯେ ମଝିରେ ଗୋଟେ ଦିନ ମଧ୍ୟ ବନ୍ଦ କରିବେ ନାହିଁ।ଯଦି କୌଣସି ଦିନ ଆପଣ ବନ୍ଦ କରି ଦିଅନ୍ତି ତେବେ ପୁନର୍ବାର ମୂଳରୁ ଆରମ୍ଭ କରିବେ।ଆଉ ମନେ ରଖନ୍ତୁ ସେହି ମୁଦ୍ରାକୁ କୌଣସି ଭିକରୁଣି କୁ ଦେବେ ନାହିଁ।ଅର୍ଥାତ୍ ଯେଉଁ ସ୍ତ୍ରୀ ଲୋକ ଭିକ୍ଷା କରୁଥିବେ ତାଙ୍କୁ ଦେବେ ନାହିଁ।କେବଳ ଏକ ଭିକାରୀ କୁ ହିଁ ଦେବେ।ସବୁଦିନ ଆପଣ ଅଲଗା ଅଲଗା ଭିକାରୀ କୁ ଦେଇ ପାରନ୍ତି।ଏହି ଉପାୟ ଟି କରିବା ଭିତରେ ଆପଣ ଔଷଧ ବନ୍ଦ କରିବେ ନାହିଁ।ଆପଣ ଯେଉଁ ଔଷଧ ଖାଉଛନ୍ତି ତାକୁ ହିଁ ଖାଇବେ।

Leave a Reply

Your email address will not be published. Required fields are marked *