ପ୍ରତିଦିନ ତୁଳସୀ ପତ୍ର ଖାଇବା ର ଫାଇଦା

ଭାରତୀୟ ସଂସ୍କତିରେ ତୁଳସୀ କୁ ସବୁଦିନ ଲୋକେ ପୂଜା କରିଥାନ୍ତି।ଏହା ଛଡ଼ା ଆୟୁର୍ବେଦ ରେ ଏହାର ବ୍ୟବହାର ଔଷଧ ବନେଇବାରେ ହୋଇଥାଏ।ଏହା ଦ୍ବାରା ବନାଯାଉଥିବା ଔଷଧ ବହୁତ୍ ରୋଗକୁ ଦୂର କରିଥାଏ।

ବହୁ ଲୋକ ସକାଳୁ ଉଠି ତୁଳସୀ ପତ୍ର ଚୋବାଇ ଖାଇଥାନ୍ତି।ଅନେକ ଲୋକ ତୁଳସୀ ପତ୍ରକୁ ଚା ରେ ପକେଇ ପିଇଥାନ୍ତି।

ଏହା ଦ୍ବାରା ବହୁତ୍ ଫାଇଦା ମିଳିଥାଏ।ଆଜି ଆମେ ଜାଣିବା ପ୍ରତିଦିନ ୪ ଟି ତୁଳସୀ ପତ୍ର ଚୋବେଇ ଖାଇବା ଦ୍ବାରା କଣ ଲାଭ ମିଳିଥାଏ।
ଯଦି ଆପଣ ଶକ୍ତି ହୀନର ଶିକାର ଅଟନ୍ତି ଅବା ଆପଣ ସବୁବେଳେ ଚିନ୍ତିତ ରହୁଛନ୍ତି ବା ଆପଣ ସବୁବେଳେ ଚିଡିଚିଡା ପଣ ଅନୁଭବ କରୁଛନ୍ତି ତେବେ ପ୍ରତିଦିନ ସକାଳେ ତୁଳସୀର ଚାରୋଟି ପତ୍ର ସେବନ କରନ୍ତୁ।

ଆପଣଙ୍କୁ ଏହି ସବୁ ରୋଗରୁ ମୁକ୍ତି ମିଳିଯିବ।ଯଦି ଆପଣ ମଧୁମେହ ଅଥବା ହାଇ ବ୍ଲଡ ପ୍ରେସର ରୋଗୀ ଅଟନ୍ତି ତେବେ ଆପଣଙ୍କ ପାଇଁ ତୁଳସୀର ପତ୍ର କୌଣସି ଚମତ୍କାରତା ଠାରୁ ମଧ୍ୟ କମ୍ ନୁହେଁ।ପ୍ରତିଦିନ ଖାଲି ପେଟରେ ତୁଳସୀର ସେବନ ଦ୍ବାରା ଆପଣଙ୍କୁ ଏହି ରୋଗରୁ ମୁକ୍ତି ମିଳିଥାଏ।ଯଦି ଆପଣଙ୍କ ମୁଣ୍ଡ ସବୁବେଳେ ବିନ୍ଧୁଥାୟେ ତେବେ ଆପଣ କିଛି ତୁଳସୀ ପତ୍ରକୁ ଗୋଟେ ଗ୍ଲାସ ପାଣିରେ ପକେଇ ଫୁଟାନ୍ତୁ ଏବଂ ତା ପରେ ସେବନ କରନ୍ତୁ ଏହା ଦ୍ଵାରା ଆପଣଙ୍କ ମୁଣ୍ଡ ବ୍ୟଥା ରୁ ଖୁବ୍ ଶୀଘ୍ର ଆରାମ ମିଳିବ।

Leave a Reply

Your email address will not be published. Required fields are marked *