ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ଆଣ୍ଡ୍ରଏଡ ଏବଂ ଗୁଗୁଲ୍ କ୍ରୋମ , ଆସିବ ନୂଆ ରୂପରେ ..

ଏହା ବିଶ୍ବାସ ନହେଲେ ମଧ୍ୟ ସତ ଆଜିର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମୋବାଇଲ ଅପରଟିଙ୍ଗ ସିଷ୍ଟମ ଅଣ୍ଡ୍ରୋଏଡ ଓ କ୍ରୋମ ଅପରଟିଙ୍ଗ ସିଷ୍ଟମ କୁ ବନ୍ଦକରି ନୂଆ ଅପରଟିଙ୍ଗ ସିଷ୍ଟମ କୋଡ ନାମ ଫୁଚ୍ସିଆ (FUCHSIA) ଆଣିବାକୁ ଯାଉଛି ଗୁଗଲ I କାରଣ ଗୁଗଲ ଚାହୁଁଛି ଯେ ଗୋଟିଏ ଅପରଟିଙ୍ଗ ସିଷ୍ଟମ ମାଧ୍ୟମ ରେ ସେ ଲ୍ଯାପଟପ ଡେସ୍କଟପ ଓ ମୋବାଇଲ ଚଲାଯାଇ ପାରୁ I

ଏଥିରେ ଉପୋଭୋକ୍ତା ମାନଙ୍କୁ ଏକପ୍ରକାର ଅନୁଭବ ଆସୁ I ଏଥିରେ ବିଭିର୍ନ ମୋଡ ରହିବ ଯେପରି ମୋବାଇଲ, ଟ୍ଯାବଲେଟ ଓ ଲ୍ଯାପଟପ ଯାହାଦ୍ୟରା ଆପଣ ବିଭିର୍ନ ଡିଭାଇସ ରେ ମଧ୍ୟ ଏକାପରି ଇଉଜର ଇନ୍ଟରଫେସ ପାଇବେ, ଆଉ ଆପଣଙ୍କୁ ବର୍ତମାନ ପରି ମୋବାଇଲ ରେ ଅଣ୍ଡ୍ରୋଏଡ, ଟ୍ଯାବଲେଟ ରେ ଆଇଓଏସ ଓ ଲ୍ଯାପଟପ ରେ ୱିନଡୋଜ ବ୍ୟବହାର କରିବାକୁ ପଡିବ ନାହିଁ I ଖୁବ ଶୀଘ୍ର ଅଣ୍ଡ୍ରୋଏଡ କୁ ରିପ୍ଲେସ କରିବାକୁ ତିଆରି କରାଯାଇଛି I

Leave a Reply

Your email address will not be published. Required fields are marked *