ମୈଦାନ କୁ ଓଲ୍ହାଇଲେ ବୈଜୟନ୍ତ ,‘ହେଇଯାଉ ଚା ଚର୍ଚ୍ଚା’ ଖଟି କୁ ବିପୁଳ ସମ୍ବର୍ଦ୍ଧନା i ବିଜେପି ଗାମୁଛା ପିନ୍ଧାଇ ସ୍ୱାଗତ କଲେ ବିଜେପି କର୍ମୀ

ରାଜନୀତିରେ ବହୁ ତୁମ୍ବିତୁଫାନ ଚର୍ଚାରେ ରହିଥିବା କେନ୍ଦ୍ରାପଡା ସାଂସଦ ତଥା ଲୋକପ୍ରିୟ ନେତା ବୈଜୟନ୍ତ ବିଜେଡି ରୁ ଇସ୍ତଫା ଦେବାପରେ କିଛିଦିନ ଚୁପ ରହିବା ରହିବା ପରେ ପୁଣି ମୈଦାନ କୁ ଓଲ୍ହାଇଛନ୍ତି I ପୂର୍ବରୁ ଚର୍ଚ୍ଚା ହେଉଥିଲା ଶ୍ରୀ ପଣ୍ଡା କଟକ ରୁ ଲୋକସଭା ପାଇଁ ଲଢ଼ିପାରନ୍ତି ,ତେବେ ଶ୍ରୀ ପଣ୍ଡା କଟକ ରୁ ତାଙ୍କର ଚା ଖଟି ଆରମ୍ଭ କରିଛନ୍ତି I ଏହା ପୂର୍ବରୁ ମଧ୍ୟ ରାଜଧାନୀରେ ଶ୍ରୀ ପଣ୍ଡା ହେଇଯାଉ ଚା ଚର୍ଚ୍ଚା’ ନାମକ ରାଜନୀତିକ ଆଲୋଚନା ଆରମ୍ଭ କରିଥିଲେ I କିନ୍ତୁ କଟକ ରେ ତାଙ୍କ ଖଟିକୁ ବିପୁଳ ସମ୍ବର୍ଦ୍ଧନା ସହିତ ଶହ ଶହ ଲୋକ ସାମିଲ ହେଇଥିଲେ I ତେବେ ସବୁଠୁ ଚକିତ କଥା ଥିଲା ,ଏଥିରେ ଦଳ ମତ ନିର୍ବିଶେଷରେ ବିଜେପି କର୍ମୀ ମାନେ ମଧ୍ୟ ଯୋଗ ଦେଇଥିଲେ ଏବଂ ବୈଜୟନ୍ତ ଙ୍କୁ ଗାମୁଛା ପିନ୍ଧାଇ ସ୍ୱାଗତ ବିଜେପି କର୍ମୀ ସ୍ୱାଗତ କରିଥିଲେ I

Leave a Reply

Your email address will not be published. Required fields are marked *