ଏହି ୫ଟି ତରକାରୀ ଭୁଲ୍ ରେ ବି ଗରମ୍ କରି ଖାଆନ୍ତୁ ନାହିଁ ନହେଲେ ହେଇଯିବ ବିଷ

ଆଜି ଆମେ ଏମିତି କିଛି ତରକାରୀ ବିଷୟରେ ଜାଣିବା ଯାହାକୁ ଆମେ କେବେ ବି ଗରମ୍ କରି ଖାଇବା ଉଚିତ୍ ନୁହେଁ। ଏହି ସବୁ ତରକାରୀ କୁ ଗରମ କରି ଖାଇଲେ ଏହା ଆମ ଶରୀର ଉପରେ ବହୁତ୍ ହୀ ଖରାପ୍ ପ୍ରଭାବ ପଖାଇଥାଏ ଓ ବିଷ କ୍ରିୟା ମଧ୍ୟ ସୃଷ୍ଟି କରି ପାରେ।

୧- ଆଳୁ ତରକାରୀ

ଯଦି ଆଳୁ ତରକାରୀ କୁ ବେଶି ସମୟ ରଖି ଦିଆ ଯାଇଥାଏ ତାହେଲେ ଏହାର ସମସ୍ତ ପୋଷାକ ତତ୍ତ୍ଵ ନଷ୍ଟ ହୋଇ ଯାଇଥାଏ ଏବଂ ଏହା ସହ ଯଦି ଏହାକୁ ଦ୍ଵିତୀୟ ଥର ଗରମ୍ କରି ଖିଆଯାଏ ତାହେଲେ ଏହା ଆମ ଶରୀର ରେ ପାଚନ ତନ୍ତ୍ର ଉପରେ ବହୁତ୍ ଖରାପ୍ ପ୍ରଭାବ ପକାଉଥାଏ।

୨- ବିଟ୍ ତରକାରୀ

ଏହି ତରକାରୀ କୁ ଭୁଲ୍ ରେ ବି ଦ୍ଵିତୀୟ ଥର ଗରମ୍ କରି ଖାଇବା

କଥା ନୁହେଁ କାରଣ ଏପରି କରିବା ଦ୍ୱାରା ଏଥିରେ ଥିବା ନାଇଟ୍ରତେ ସମ୍ପୂର୍ଣ୍ଣ ମାତ୍ର ରେ ଶେଷ ହୋଇଯାଇଥାଏ।

୩- ଛତୁ ତରକାରୀ

ଛତୁ ପ୍ରୋଟିନ ର ଭଣ୍ଡାର ହୋଇଥାଏ କିନ୍ତୁ ଏହାକୁ ଦ୍ଵିତୀୟ ଥର ଗରମ୍ କରି ଖାଇବା ଦ୍ଵାରା ଏଥିରେ ପ୍ରୋଟିନ ର କମ୍ପୋଜିସନ୍ ବଦଳି ଯାଇଥାଏ।

ଏବଂ ଏହା ଆମ ସ୍ବାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ।

୪- ଚିକେନ

ଚିକେନ କୁ ଦ୍ଵିତୀୟ ଥର ଗରମ୍ କଲେ ଏହାର ସମସ୍ତ ପ୍ରୋଟିନ ନଷ୍ଟ ହୋଇଥାଏ ଏହା ସହ ସହ ଏହା ହାନିକାରକ ପଦାର୍ଥ ହୋଇଯାଇଥାଏ। ଯାହା ଆମ ସ୍ବାସ୍ଥ୍ୟ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ।

୫- ପାଳଙ୍ଗ ତରକାରୀ

ପାଳଙ୍ଗ ତରକାରୀ କୁ ଜୀବନ ରେ କେବେ ବି ଭୁଲ୍ ରେ ଗରମ୍ କରି ଖାଇବା ଉଚିତ୍ ନୁହେଁ କାହିଁକି ନା ଏହାକୁ

ଗରମ୍ କରି ଖାଇଲେ କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଥାଏ।

Leave a Reply

Your email address will not be published. Required fields are marked *