କେଉଁ ଦିନ ରେ ନଖ ଓ ଚୁଟି କାଟିବା ଭଲ

ଆଜି ଆମେ ଜାଣିବା ସପ୍ତାହରେ ମାତ୍ର ଏହି ଦୁଇ ଦିନ ନଖ,ଆଉ ଚୁଟି କାଟିଲେ କେବେ ବି ଧନର ଅଭାବ ରହେ ନାହିଁ।ପ୍ରତ୍ୟେକ ମନୁଷ୍ୟର ଧନର ଦରକାର ଥାଏ।ଆଜିର ସମୟରେ ଏମିତି କୌଣସି କାମ ନାହିଁ ଯାହା ବିନା ଟଙ୍କାରେ କରାଯାଇପାରିବ।

ଏମିତିରେ ଜଣା ପଡ଼ିବ ଧନର ମହତ୍ଵ କେତେ ଅଛି।ବ୍ୟକ୍ତି ଧନବାନ୍ ହେବ କି ନାହିଁ ତାହା ତାହାର ଗ୍ରହ ଉପରେ ନିର୍ଭର କରେ।ବ୍ୟକ୍ତି କେଉଁ ଦିନ କଣ କାମ କରିଥାଏ ତାହାର ଅନୁସାରେ ମଧ୍ୟ ଗ୍ରହ ପରିବର୍ତ୍ତନ ହୋଇଥାଏ।

ଭାରତର ଲୋକ ମାନ୍ୟତା ଅନୁସାରେ ମଙ୍ଗଳବାର,ଗୁରୁବାର,ଶନିବାର ରେ ନଖ ଆଉ ଚୁଟି କାଟନ୍ତି ନାହିଁ।ଜ୍ୟୋତିଷ ଅନୁସାରେ ଏହା ଠିକ୍ ବି ଅଟେ।

ବହୁତ୍ କମ୍ ଲୋକ ହିଁ ଜାଣିଛନ୍ତି ରବିବାର ଆଉ ସୋମବାର କୁ ନଖ ଆଉ ଚୁଟି କାଟିବାକୁ ଜ୍ୟୋତିଷରେ ମନା ହୋଇଛି।ଆଜି ମୁଁ ଆପଣଙ୍କୁ କହିବି ଯେ କେଉଁ ଦିନ ଚୁଟି ଆଉ ନଖ କାଟିବା ଦ୍ୱାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ।

କାମ କରିବା ଲୋକଙ୍କର ରବିବାର ହିଁ ଛୁଟି ଥାଏ।ଏହି ଦିନ ସେମାନେ ନିଜ ସଫା ସଫିରେ ଧ୍ୟାନ ଦେଇଥାନ୍ତି।ଏମିତିରେ ସେମାନେ ନଖ ଆଉ ଚୁଟି କାଟିଥାନ୍ତି।ରବିବାର କୁ ସୂର୍ଯ୍ୟ ଦେବଙ୍କ ବାର ବୋଲି ମନା ଯାଏ।

କୁହାଯାଏ କି ଏହି ଦିନ ନଖ ଆଉ ଚୁଟି କାଟିବା ଦ୍ବାରା ବ୍ୟକ୍ତିର ବୁଦ୍ଧି ଆଉ ଧନର ନାଶ ହୋଇଥାଏ।ସୋମବାର ଭଗବାନ ଶିବଙ୍କ ଦିନ ଏହି ଦିନ ଚୁଟି ଆଉ ନଖ କାଟିବା ଦ୍ବାରା ସମସ୍ୟାକୁ ନିମନ୍ତ୍ରଣ କରିବା ପରି ହୁଏ।

ବ୍ରେନ୍ କୁ ସ୍ଥିର ରଖିବା ପାଇଁ ଏହି ଦିନ ଚୁଟି ଆଉ ନଖ କାଟିବାରୁ ବଞ୍ଚନ୍ତୁ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧବାର ଆଉ ଶୁକ୍ରବାର କୁ ଚୁଟି ଆଉ ନଖ କାଟିବା ଦ୍ବାରା ଧନ ବୃଦ୍ଧି ହୋଇଥାଏ।

ଘରେ ଥିବା ଟଙ୍କା ସ୍ଥିର ହୋଇଥାଏ ଆଉ ବ୍ୟବସାୟରେ ମଧ୍ୟ ବୃଦ୍ଧି ହୋଇଥାଏ।ମା ଲକ୍ଷ୍ମୀଙ୍କ କୃପାରୁ ଧନର ବୃଦ୍ଧି ମଧ୍ୟ ହୋଇଥାଏ।ସେଥିପାଇଁ ବୁଧବାର ଆଉ ଶୁକ୍ରବାରକୁ ଚୁଟି ଆଉ ନଖ କାଟନ୍ତୁ।

Leave a Reply

Your email address will not be published. Required fields are marked *